ପଟ୍ଟାମୁଣ୍ଡାଇ ଅଣ୍ଢରା ବଜାରରେ ଅଗ୍ନିକାଣ୍ଡ ; ନିଆଁରେ ଜଳିଗଲା ୪ଟି ଦୋକାନ

Published By : Prameya-News7 Bureau | November 02, 2018 IST

କେନ୍ଦ୍ରାପଡା ୨|୧୧:    ପଟ୍ଟାମୁଣ୍ଡାଇ ଅଣ୍ଢରା ବଜାରରେ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୪ଟି ଦୋକାନ ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ଅଭିଯୋଗ ।  ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ । ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.