ଦୀପ ନିଆଁରେ ଜଳିଗଲା ଦୋକାନ- ଦୋକାନୀ ଗୁରୁତର
27/10/2019 at 8:30 PM

ସୋରଡା – ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ସାନସୋରଡାରେ ଦୀପାବଳି ଅବସରରେ ଅଘଟଣ । ଦୀପ ନିଆଁରୁ ଗୋଟିଏ ଦୋକାନରେ ନିଆଁ ଲାଗିଯାଇଥିଲା । ନିଆଁ ହଠାତ୍ ହୁହୁ ହୋଇ ବ୍ୟାପିଯାଇଥିଲା ।
ନିଆଁ ଲାଗିଯିବା ଯୋଗୁଁ ଦୋକାନୀ ସତ୍ୟ ନାରାୟଣ ସାହୁ ଗୁରୁତର ହୋଇଥିବା ଜଣା ପଡିଛି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021