Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ମା’ ସମଲେଶ୍ବରୀ ମନ୍ଦିର ନିକଟରେ ଥିବା ଦୋକାନକୁ ପୁଣି ଖୋଲିବା ଦାବି, ସଂଘର ରାସ୍ତାରୋକ

5/03/2021 at 9:56 AM

ସମ୍ବଲପୁର ୫।୩: ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ୍ବ ହେବ କରୋନା ଯୋଗୁଁ ମା’ ସମଲେଶ୍ବରୀ ମନ୍ଦିର ନିକଟରେ ଥିବା ସମସ୍ତ ଦୋକାନ ଗୁଡିକ ବନ୍ଦ ରହିଛି । ଏହି ଦୋକାନଗୁଡିକୁ ପୁନଃ ଖୋଲିବା ପାଇଁ ପ୍ରଶାସନ ଅନୁମତି ତୁରନ୍ତ ଦେବା ଦାବିରେ ଶୁକ୍ରବାର ଦୋକାନୀ ସଂଘ ରାଜରାସ୍ତାକୁ ଓହ୍ଲାଇଛି ।

ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟରାସ୍ତାରେ ବାଉଁଶର ବ୍ୟାରିକେଟ୍ ବାନ୍ଧି ରାସ୍ତା ବନ୍ଦ କରିଛନ୍ତି । କରୋନା କଟକଣା ପାଇଁ ଦୋକାନ ବନ୍ଦ ରହିଥିଲା ମାତ୍ର ବର୍ତ୍ତମାନ ମନ୍ଦିର ଖୋଲିଛି ହେଲେ ଦୋକାନ ଖୋଲୁ ନଥିବା ଯୋଗୁଁ  ଏଭଳି ନିଷ୍ପତ୍ତି ନେଇଛି ସଂଘ ।

   Related Posts