ଫଳ ବିକୁଥିବା ବେଳେ ବଜ୍ରାଘାତରେ ଦୋକାନି ମୃତ

Published By : Prameya-News7 Bureau | October 07, 2019 IST

ଆଠଗଡ଼ ୦୭।୧୦- ଆଠଗଡ଼ ବ୍ଲକ ମହିଧରପୁର ଛକରେ ଫଳ ବିକୁଥିବା ବେଳେ ବଜ୍ରାଘାତରେ ଦୋକାନୀ ମୃତ । ମୃତକ ହେଲେ ମହିଧରପୁର ଗାଁର ପତିତ ପ୍ରଧାନ , ବୟସ ୫୦  ସେହିପରି ଆଠଗଡ଼- ନରସିଂହପୁର ଥାନା ଅନ୍ତର୍ଗତ ବାଲିଝରୀ ଗ୍ରାମ ରେ ବଜ୍ରପାତରେ ଜଣେ ମୃତ । ମୃତକ ଜଣକ ହେଲେ ବାଲିଝରୀ ଗ୍ରାମର ବୁଦ୍ଧିମାନ ବେହେରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.