Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଫଳ ବିକୁଥିବା ବେଳେ ବଜ୍ରାଘାତରେ ଦୋକାନି ମୃତ

ଆଠଗଡ଼ ୦୭।୧୦- ଆଠଗଡ଼ ବ୍ଲକ ମହିଧରପୁର ଛକରେ ଫଳ ବିକୁଥିବା ବେଳେ ବଜ୍ରାଘାତରେ ଦୋକାନୀ ମୃତ । ମୃତକ ହେଲେ ମହିଧରପୁର ଗାଁର ପତିତ ପ୍ରଧାନ , ବୟସ ୫୦  ସେହିପରି ଆଠଗଡ଼- ନରସିଂହପୁର ଥାନା ଅନ୍ତର୍ଗତ ବାଲିଝରୀ ଗ୍ରାମ ରେ ବଜ୍ରପାତରେ ଜଣେ ମୃତ । ମୃତକ ଜଣକ ହେଲେ ବାଲିଝରୀ ଗ୍ରାମର ବୁଦ୍ଧିମାନ ବେହେରା ।

182 Views

   ସମ୍ବନ୍ଧିତ ଖବର