ଘରୁ ଡାକିନେଇ ବ୍ୟବସାୟୀଙ୍କୁ ହତ୍ୟା, ଗୁଳିମାଡ଼ କରି ଫେରାର ଅଭିଯୁକ୍ତ

Published By : Prameya-News7 Bureau | September 16, 2021 IST

ବାଲିଗୁଡ଼ା, ୧୬/୦୯: ବାଲିଗୁଡ଼ା ରେବିଙ୍ଗିଆରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟବସାୟୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିବା ଜଣାପଡ଼ିଛି । ବଜାର ସାହି ଏହି ଗୁଳିକାଣ୍ଡ ଘଟିଛି ।

ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ନବଘନ ସାହୁ । ସେ ବ୍ୟବସାୟ କରି ପରିବାର ଚଳାନ୍ତି । ତାଙ୍କୁ କାହିଁକି ହତ୍ୟା କରାଗଲା ଜାଣାପଡ଼ିନଥିବା ବେଳେ ଅଭିଯୁକ୍ତ ନାମ ଭୀମ ବେହେରା । ଭୀମ ତାଙ୍କୁ ଘରୁ ଡାକିନେଇ ଗୁଳି ମାରି ଫେରାର ହୋଇଯାଇଥିବା ଜଣାପଡ଼ିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.