ସୋଏବ ଅଖତରଙ୍କ ପତ୍ନୀ ଲାଗନ୍ତି ପୂରା ପରୀ ରାଇଜର ଅପସରା : ଇଣ୍ଟରନେଟରେ ଭାଇରାଲ ହେଉଛି ଫଟୋ

Published By : Prameya-News7 Bureau | November 09, 2019 IST

ମୁମ୍ବାଇ ୯/୧୧: ସୋଏବ ଅଖତାର ପାକିସ୍ତାନର ସବୁଠୁ ଦମଦାର ବୋଲର ମଧ୍ୟରୁ ଜଣେ। ସୋଏବ ଅଖତାର ରାଓ୍ବଲପିଣ୍ଡି ଏକ୍ସପ୍ରେସ୍ ନାଁରେ ଜଣାଯାଆନ୍ତି।

{"id":181240}

ସୋଏବ ଅଖତାରଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ଯଦି ଅଖତର ୩୮ବର୍ଷ ବୟସରେ ୨୦ବର୍ଷ ବୟସ୍କ ରୁବାବ ଖାନଙ୍କୁ ବିବାହ କରିଛନ୍ତି। ଏମାନଙ୍କ ବିବାହ ୨୦୧୪ମସିହାରେ ହୋଇଥିଲା।

{"id":181244}

ଅଖତରଙ୍କ ପତ୍ନୀ ରୁବାବ ଜଣେ ସେଲିବ୍ରିଟି ଭଳି ଇଣ୍ଟରନେଟରେ ଛାଇ ଯାଇଛନ୍ତି। ରୁବାବ ବହୁତ ସୁନ୍ଦରୀ। ସେ ତାଙ୍କ ହଟ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

{"id":181246}

ଯେତେବେଳେ ଉଭୟଙ୍କ ବିବାହ ହୋଇଥିଲା ସେମାନଙ୍କ ବୟସରେ ଆକାଶ ପାତାଳର ଫରକ ଥିଲା। ତାଙ୍କ ବୟସରେ ବିଶେଷ ବ୍ୟବଧାନ ରହିଥିଲେ ସୁଦ୍ଧା ସେମାନେ ପରସ୍ପରକୁ ବହୁତ ପସନ୍ଦ କରିଥାଆନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.