Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୋଏବ ଅଖତରଙ୍କ ପତ୍ନୀ ଲାଗନ୍ତି ପୂରା ପରୀ ରାଇଜର ଅପସରା : ଇଣ୍ଟରନେଟରେ ଭାଇରାଲ ହେଉଛି ଫଟୋ

ମୁମ୍ବାଇ ୯/୧୧: ସୋଏବ ଅଖତାର ପାକିସ୍ତାନର ସବୁଠୁ ଦମଦାର ବୋଲର ମଧ୍ୟରୁ ଜଣେ। ସୋଏବ ଅଖତାର ରାଓ୍ବଲପିଣ୍ଡି ଏକ୍ସପ୍ରେସ୍ ନାଁରେ ଜଣାଯାଆନ୍ତି।

ସୋଏବ ଅଖତାରଙ୍କ ବ୍ୟକ୍ତିଗତ ଜୀବନ କଥା କହିବା ଯଦି ଅଖତର ୩୮ବର୍ଷ ବୟସରେ ୨୦ବର୍ଷ ବୟସ୍କ ରୁବାବ ଖାନଙ୍କୁ ବିବାହ କରିଛନ୍ତି। ଏମାନଙ୍କ ବିବାହ ୨୦୧୪ମସିହାରେ ହୋଇଥିଲା।

ଅଖତରଙ୍କ ପତ୍ନୀ ରୁବାବ ଜଣେ ସେଲିବ୍ରିଟି ଭଳି ଇଣ୍ଟରନେଟରେ ଛାଇ ଯାଇଛନ୍ତି। ରୁବାବ ବହୁତ ସୁନ୍ଦରୀ। ସେ ତାଙ୍କ ହଟ୍ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି।

ଯେତେବେଳେ ଉଭୟଙ୍କ ବିବାହ ହୋଇଥିଲା ସେମାନଙ୍କ ବୟସରେ ଆକାଶ ପାତାଳର ଫରକ ଥିଲା। ତାଙ୍କ ବୟସରେ ବିଶେଷ ବ୍ୟବଧାନ ରହିଥିଲେ ସୁଦ୍ଧା ସେମାନେ ପରସ୍ପରକୁ ବହୁତ ପସନ୍ଦ କରିଥାଆନ୍ତି।

637 Views

   ସମ୍ବନ୍ଧିତ ଖବର