Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ, ସମସ୍ତ ସିଟ୍‌ରେ ଲଢ଼ିବ ଶିବସେନା

11/09/2021 at 10:51 PM

ମୁମ୍ବାଇ ୧୧/୦୯:  ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ​‌ରେ ରାଜ​‌ନୈତିକ ଉଷ୍ମତା ଭରିଗଲାଣି। ୨୦୨୨ ଆରମ୍ଭରୁ ନିର୍ବାଚନ ହେବାକୁ ଥିବା ବେଳେ ଚର୍ଚ୍ଚା ଆଲୋଚନା ଜୋର ଧରିଛି। ଏବେ ମହାରାଷ୍ଟ୍ରର ଶାସକ ଦଳ ଶିବସେନା ୟୁପି ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛି।

୨୦୨୨ରେ ଶିବସେନା ଉତ୍ତରପ୍ରଦେଶର ସମସ୍ତ ୪୦୩ ସିଟ୍‌ରେ ନିର୍ବାଚନ ଲଢ଼ିବ। କିନ୍ତୁ ଏବେ ଯାଏଁ ଦଳ ଅନ୍ୟ କୌଣସି ଦଳ ସହ ମେଣ୍ଟ କରିନାହିଁ। କିନ୍ତୁ ମେଣ୍ଟ ନେଇ ସଂକେତ ଦେଇଛି ଉଦ୍ଧବ ଠାକରେଙ୍କ ଦଳ ଶିବସେନା । ଉତ୍ତରପ୍ରଦେଶରେ ଶିବାସେନା ମୈଦାନକୁ ଓହ୍ଲାଇଲେ ବିଜେପିକୁ କ୍ଷତି ହୋଇପାରେ। କାରଣ ଉଭୟ ଦଳ ହିନ୍ଦୁତ୍ବ ବିଚାରଧାରା ଉପରେ ଆଧାରିତ ।

   Related Posts