Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଲକଡାଉନରେ ବିଗିଡିଲା ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କ ପରିସ୍ଥିତି: କନଷ୍ଟ୍ରକ୍ସନ୍ ଫିଲ୍ଡରେ କରୁଛନ୍ତି କାମ

30/05/2021 at 4:02 PM

ନୂଆଦିଲ୍ଲୀ ୩୦/୦୫: କରୋନା ଭାଇରସ୍ ଯୋଗୁଁ ଅନେକ ରାଜ୍ୟରେ ଲକଡାଉନ୍ ଲାଗୁ କରାଯାଇଛି। ଯେଉଁ କାରଣରୁ ଲୋକମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏଥି ସହିତ କେତେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଅନେକ ସେଲିବ୍ରେଟ୍ ମଧ୍ୟ ଅଛନ୍ତି ଯେଉଁମାନେ ଘରର ରକ୍ଷଣାବେକ୍ଷଣ ପାଇଁ ଫଳ ଏବଂ ପନିପରିବା ବିକ୍ରି କରୁଛନ୍ତି । ଏହି ସମୟରେ ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଅଭିନୟ ଛାଡି କନଷ୍ଟ୍ରକ୍ସନ୍ କାମ କରୁଥିବା ଦେଖାଯାଇଛି । ଶିଳ୍ପା ସିନ୍ଦେ ନିଜେ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

PunjabKesari

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଶିଳ୍ପା ସିନ୍ଦେ ଡ୍ରିଲିଂ ମେସିନ୍ ଧରି କନଷ୍ଟ୍ରକ୍ସନ୍ ସାଇଟରେ କାମ କରୁଛନ୍ତି। ସେ ପଥର ଓ କାନ୍ଥ କାଟୁଥିବାର ନଜର ଆସିଛନ୍ତି।

ଶିଳ୍ପା ଏହି ଭିଡିଓ ସହିତ କ୍ୟାପସନରେ ଲେଖିଛନ୍ତି, ‘ଲକଡାଉନ୍ ହୋଇଯିବାରୁ ମୁଁ କନଷ୍ଟ୍ରକ୍ସନ୍ ସାଇଟ୍ ବୁଲି ଗଲି। ଯାହାପାଖରେ ବର୍ତ୍ତମାନ କାମ ନାହିଁ, ସେମାନେ ସେମାନଙ୍କର ଫିଲ୍ଡ ପରିବର୍ତ୍ତନ କରିପାରିବେ । ସମୟ ସହିତ ସବୁକିଛି ଠିକ୍ ହୋଇଯିବ ।‘

ଶିଳ୍ପା ସିନ୍ଦେ ବିଗ୍ ବସ୍ ୧୧ ର ବିଜେତା ହୋଇଥିଲେ । ଏହି ଅଭିନେତ୍ରୀ ୧୯୯୯ ରେ ଏକ ଛୋଟ ପରଦାରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଅନେକ ଟିଭି ସିରିଏଲରେ ଅଭିନୟ କରିଛନ୍ତି । ଏଥିମଧ୍ୟରେ ‘ସଞ୍ଜୀବନୀ’, ‘ରାବା ଇଶ୍କ ନା ହୋୱେ’, ‘ମିସ୍ ଇଣ୍ଡିଆ’, ‘ବେଟିୟାଁ ଅପନା ୟା ପାରାୟା ଧନ’, ‘ଭବୀ ଜୀ ପାର ହେ’, ‘ହରି ମିର୍ଚି ଲାଲ ମିର୍ଚି’ ଭଳି ଟିଭି ସୋ ଅନ୍ତର୍ଭୁକ୍ତ।

   Related Posts