Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଶିଳ୍ପା ଶେଟ୍ଟୀଙ୍କ ନୂଆ ହେୟାର ଷ୍ଟାଇଲକୁ ଟ୍ରୋଲର୍ସ କହିଲେ ନକଲି, ଭିଡିଓ ସେୟାର କରି ମୁହଁ ବନ୍ଦ କରିଦେଲେ ଅଭିନେତ୍ରୀ

19/10/2021 at 9:04 AM

ମୁମ୍ବାଇ ୧୯/୧୦: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ। ଶିଳ୍ପାଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଏବେ ଖୁବ୍ ଆଲୋଚନା ହେଉଛି। କେତେକ ଏହାକୁ ପସନ୍ଦ କରୁଥିବାବେଳେ ଆଉ କେତେକ ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନକଲି ବୋଲି କହୁଛନ୍ତି। ତେଣୁ, ବର୍ତ୍ତମାନ ଏକ ନୂଆ ଭିଡିଓ ସେୟାର କରି ଶିଳ୍ପା ସମସ୍ତ ଟ୍ରୋଲର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।

କିଛି ସମୟ ପୂର୍ବରୁ, ଶିଳ୍ପା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପା ହେୟାର କଟ୍ କରୁଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ ତାଙ୍କ ମୁଣ୍ଡର ପଛପଟ କେଶକୁ ଟ୍ରିମ୍ କରାଯାଉଛି। ଏହି ଭିଡିଓର କ୍ୟାପସନରେ ଶିଳ୍ପା ଲେଖିଛନ୍ତି, ‘ଏହା ଏପରି ହୋଇଛି … ମୋ ଅପେକ୍ଷା ଅଧିକ ଅବଦୁଲ ୱାହିଦ ଡରୁଥିଲା।’

ଏହା ପୂର୍ବରୁ ସୋମବାର ଦିନ ସକାଳେ ଶିଳ୍ପା ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ଶିଳ୍ପା ତାଙ୍କ କେଶ ବାନ୍ଧୁଥିବାର ନଜର ଆସିଥିଲେ। ଏହି ସମୟରେ, ତାଙ୍କର ଅଣ୍ଡର୍କଟ୍ ବଜ୍ କଟ୍ ହେୟାର ଷ୍ଟାଇଲ୍ ମଧ୍ୟ ଦେଖାଯାଉଥିଲା। ଏହି ଭିଡିଓ ଭାଇରାଲ ହେବା ପରେ କିଛି ସୋସିଆଲ ମିଡିଆ ୟୁଜର୍ସ ଏହାକୁ ନକଲି ବୋଲି କହିଥିଲେ, ତେଣୁ ବର୍ତ୍ତମାନ ନୂଆ ଭିଡିଓ ସେୟାର କରି ଶିଳ୍ପା ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।

   Related Posts