Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ହଳଦିଆ ଶାଢୀରେ ଲାଇମଲାଇଟ୍‌ରେ ରହିଲେ ଶିଳ୍ପା, କହିଲେ-ଲାଇଫ୍‌ର ବ୍ରାଇଟ୍ ସାଇଡ୍ ଦେଖୁଛି

2/10/2021 at 8:38 AM

ନୂଆଦିଲ୍ଲୀ ୦୨/୧୦: ଗତ କିଛି ଦିନରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଜୀବନରେ ଅନେକ ସମସ୍ୟା ଦେଖାଦେଇଥିଲା। ପର୍ଣ୍ଣୋଗ୍ରାଫି ମାମଲାରେ ସ୍ୱାମୀ ରାଜ କୁନ୍ଦ୍ରା ଧରାପଡିବା ପରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଏସବୁ ସତ୍ତ୍ୱେ ଶିଳ୍ପା ନିଜ ତଥା ପରିବାରର ଭଲ ଯତ୍ନ ନେଇଥିଲେ। କେବଳ ଏତିକି ନୁହେଁ, ସେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହିଥିଲେ ଏବଂ ଫ୍ୟାନ୍ସଙ୍କୁ ନିଜର ମନ କଥା ଖୋଲି କହିଥିଲେ।

PunjabKesari

ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଫଟୋ ସେୟାର କରି ଶିଳ୍ପା କ୍ୟାପ୍ସନରେ ଲେଖିଛନ୍ତି,’ମୁଁ ଲାଇଫ୍‌ର ବ୍ରାଇଟ୍ ସାଇଡ୍ ଦେଖୁଛି।’ ଏହି ଫଟୋରେ ଶିଳ୍ପା ଏକ ହଳଦିଆ ରଙ୍ଗର ଶାଢୀରେ ନଜର ଆସିଛନ୍ତି। ସେ ଏହାକୁ ଅଧିକ ସୁନ୍ଦର କରିବା ପାଇଁ କମର୍ ବନ୍ଦକୁ ସାଢୀ ସହିତ ବିନ୍ଧିଛନ୍ତି। ଶିଳ୍ପାଙ୍କ ଏହି ଲୁକରେ ବିଶେଷ କଥା ହେଉଛି ତାଙ୍କ ବ୍ଲାଉଜ୍। ବେଲୁନ୍ ଷ୍ଟାଇଲ୍ ସ୍ଲିଭ୍ ଶାଢୀ ଲୁକ୍‌କୁ ରୟାଲ୍ ଏବଂ ଏଥେନିକ୍ କରୁଛି।

PunjabKesari

ସେହିପରି ସମ୍ପ୍ରତି ଶିଳ୍ପାଙ୍କ ଗୋଲାପୀ ଲେହେଙ୍ଗା ବିଷୟରେ ମଧ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ମଡର୍ନ ପ୍ରିଣ୍ଟ ଲେହେଙ୍ଗା ଏବଂ ଲାଇଟ୍ ସିକ୍ୱେନ୍ସ ଲୁକ୍ ବହୁତ ସୁନ୍ଦର ଦେଖାଯାଉଥିଲା। ଏହା ସହିତ ଶିଳ୍ପା ଚୋକର୍ ଏବଂ ବ୍ୟାଙ୍ଗେଲ୍ସ ସହିତ ନିଜର ଲୁକ୍‌କୁ କମ୍ପ୍ଲିଟ୍ କରିଥିଲେ।

   Related Posts