Friday, October 18, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବସ୍ତ୍ର ହେଲେ ଶର୍ଲିନ୍ ଚୋପଡା, ବାଥଟବ୍ ଭିଡିଓ ହେଲା ଭାଇରାଲ

ମୁମ୍ବାଇ୨୫|୬: ଇଣ୍ଟରନେଟ୍‌ରେ ନିଜର ବୋଲ୍ଡ ଓ ସେକ୍ସି ଅବତାର ଦ୍ବାରା ହଇଚଇ ସୃଷ୍ଟି କରିଛନ୍ତି ଶର୍ଲିନ୍‌ ଚୋପଡା। ପୁଣି ଥରେ ନିଜ ସେକ୍ସି ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଶର୍ଲିନ। ଇଣଷ୍ଟାଗ୍ରାମ୍‌ରେ ସେ ନିଜର ହଟ୍‌ ଭିଡିଓ ଶେୟାର କରିଛନ୍ତି ।

ଏହି ଭିଡିଓରେ ସେ ପୂରା ନିର୍ବସ୍ତ୍ର ନଜର ଆସିଛନ୍ତି।  ତାଙ୍କର ଏହି ହଟ୍‌ ଓ ବୋଲ୍ଡ ଅବତାର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଭିଡିଓରେ ସେ ବୋଲ୍ଡ ଓ ହଟ୍‌ ପୋଜ ଦେଇ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛନ୍ତି।

ଏହା ପୂର୍ବରୁ ମଧ୍ୟ ଶର୍ଲିନ ଚୋପଡାଙ୍କ ବାଥଟବ୍‌ ଭିଡିଓ ଅନେକ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଶର୍ଲିନଙ୍କ ୧୯୮୪ ମସିହା ୧୧ ତାରିଖରେ ସର୍ଲିନଙ୍କ ଜନ୍ମ ହାଇଦ୍ରାବାଦରେ ହୋଇଥିଲା। ପ୍ଲେ-ବଏ ଭଳି ମ୍ୟାଗେଜିନ୍‌ପାଇଁ  ଫଟୋଶୁଟ୍‌ କରି  ନିଜର ପରିଚୟ ସୃଷ୍ଟି କରିଥିଲେ।

ଏହା ସହ ସେ ପ୍ରଥମ ଭାରତୀୟ ମହିଳା ଯିଏ ପ୍ଲେ-ବଏ ମ୍ୟାଗେଜିନ୍‌ ପାଇଁ ନ୍ୟୁଡ୍‌ ଫଟୋଶୁଟ୍‌ କରାଇଥିଲେ। ୨୦୧୨ ମସିହାରେ ସେ ବହୁତ ଚର୍ଚ୍ଚାରେ ଥିଲେ କାରଣ ସେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ଟଙ୍କା ପାଇଁ ସେ ଯୌନ ସଂପର୍କ ରଖିଥିଲେ। ବଲିଉଡରେ ତାଙ୍କ ଜଲୱା ନଚାଲିବାରୁ ସେ ଏହି ରାସ୍ତା ବାଛିଥିଲେ।

କିନ୍ତୁ ମଲିକା ସେରାୱତ ଭଳି କିଛି ନାଁ ଏଥିରେ ସଫଳ ହୋଇପାରନ୍ତି। ଆଜି ମଧ୍ୟ ଶର୍ଲିନ ଫିଲ୍ମ ଜଗତରେ ନିଜର ପରିଚୟ ଖୋଜୁଛନ୍ତି।

 

223 Views

   ସମ୍ବନ୍ଧିତ ଖବର