Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ବଦଳିଲା ଶେରଗଡ ଟୋଲଗେଟ୍ କମ୍ପାନୀ

28/11/2019 at 12:51 PM

ବାଲେଶ୍ବର ୨୮।୧୧: ବଦଳିଲା ବାଲେଶ୍ବର ଜିଲ୍ଲା ଶେରଗଡ ଟୋଲଗେଟ୍ କମ୍ପାନୀ । ପ୍ରତିଦିନ ଗାଡିରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଟୋଲ ଟ୍ୟାକ୍ସ ନେଉଥିବା ରାଜସ୍ଥାନର କମ୍ପାନୀ କୋରାଲ ଆସୋସିଏଟ ଲିମିଟେଡ଼କୁ ହଟାଇ ଦିଆଯାଇଛି ।

ତେବେ କୋରାଲ ଆସୋସିଏଟ ଲିମିଟେଡ଼କୁ କେତେ ଟଙ୍କାର ଫାଇନ କରାଯାଇଛି ତାହାର  ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି କମ୍ପାନୀକୁ କଳାତାଲିକାଭୁକ୍ତ  କରାଯାଇଥିବା ସୂଚନା ମିଳିଛି ।

ପ୍ରତିଦିନ କମ୍ପାନୀ ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ବେଆଇନ ଭାବେ ଆଦାୟ କରାଯାଉଥିଲା । ନ୍ୟୁଜ୍ ସେଭନର ଷ୍ଟ୍ରିଙ୍ଗ ଅପରେସନରେ ଏହି ଘଟଣା ସାମ୍ନାକୁ ଆସିଥିଲା । ତେବେ ଆଜି ସକାଳ ୮ଟାରୁ ସହାକାର ଗ୍ଲୋବାଲ ଲିମିଟେଡ଼କୁ ଟୋଲ ଟ୍ୟାକ୍ସ ଆଦାୟ ଦାୟିତ୍ବ ଦିଆଯାଇଛି ।

   Related Posts