Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ରାତାରାତି ଗୁହାଳ ଘରୁ ମେଣ୍ଢା ଗାୟବ…

20/04/2020 at 4:01 PM

ବାଲିପାଟଣା୨୦/୪: ରାତାରାତି ଗୁହାଳ ଘରୁ ଗାୟବ ହୋଇଗଲା​‌ ମେଣ୍ଢା। ଗୋଟେ ନୁହେଁ କି ଦୁଇଟା ନୁହେଁ। ଏକାଥରକେ ୧୫/୨୦ ମେଣ୍ଢା। ବାଲିପାଟଣା ସିଙ୍ଗୀରି ଗ୍ରାମରେ ଏଭଳି ଘଟଣା ଘଟିଛି।  ବାଲିପାଟଣାର ସିଙ୍ଗୀରି ଶାସନର ବାସିନ୍ଦା ପ୍ରଶାନ୍ତ କୁମାର ବେହେରାଙ୍କ ଗୁହାଳ ଘରରୁ ବିଳମ୍ବିତ ରାତିରେ କେହି ୧୫ ଗୋଟି ମେଣ୍ଢା  ଚୋରି କରି ନେଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ପ୍ରଶାନ୍ତ ସ୍ଥାନୀୟ ବାଲିପାଟଣା ଥାନାରେ ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ,  ତାଙ୍କ ନାଁ ପ୍ରଶାନ୍ତ କୁମାର ବେହେରା। ସେ ବାଲିପାଟଣା ସିଙ୍ଗୀରି ଶାସନରେ ଗାଁର ବାସିନ୍ଦା। ୧୯ ତାରିଖ ବିଳମ୍ବିତ ରାତିରେ ତାଙ୍କ ଗୁହାଳ ଘରୁ ୧୫ଟି ମେଣ୍ଢା କେହି ଚୋରି କରି ନେଇଛନ୍ତି। ଠିକ୍‌ ସେହିପରି ସେହି ରାତିରେ ତାଙ୍କ ବଡ଼ ବାପା ତିଆରି କରିଥିବା ପଲାଭାଙ୍ଗି ୬ଟି ମେଣ୍ଢା ଚୋରି କରି ନେଇଛନ୍ତି। ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ମେଣ୍ଢାକୁ ଫେରାଇ ଦେବାକୁ ସେ ଏଫ୍‌ଆଇଆର୍‌ରେ ଲଲ୍ଲେଖ କରିଛନ୍ତି।

   Related Posts