Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୭୦ ବର୍ଷ ପରେ କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ : କେଉଁ ୪ଟି ରାଶି ହେବେ ଲାଭବାନ ଜାଣନ୍ତୁ…

ଭୁବନେଶ୍ୱର ୧୪\୫ : ଦୀର୍ଘ ୭୦ ବର୍ଷ ପରେ କୁମ୍ଭ ରାଶିରେ ପ୍ରବେଶ କରିବେ ଶନିଦେବ । ଯାହାଫଳରେ କୁମ୍ଭ ରାଶି ବ୍ୟକ୍ତି ବିଷେଶଙ୍କୁ ଅନେକ ଲାଭ ହେବାର ସମ୍ଭାବନା ରହିଛି । କୁମ୍ଭ ରାଶି ବ୍ୟକ୍ତି ବିଷେଶଙ୍କୁ ହଠାଥ ଧନ ଲାଭ ହେବାର ସମ୍ଭାବନା ରହିଛି । ବ୍ୟବସାୟୀଙ୍କୁ ଅଚାନକ ବଡ ଧରଣର ଧନ ଲାଭ ହେବାର ସମ୍ଭାବନା ରହିଛି । ଅବିବାହିତ ଯୁବକ ଯୁବତୀଙ୍କର ବିବାହ ସମସ୍ୟା ଦୂର ହେବ । ପରିବାରରେ ଶାନ୍ତି ଓ ଖୁସୀ ଦେଖାଦେବ ।  ପରିବାରରେ କୌଣସି ସମସ୍ୟା ଥିଲେ ତାହା ମଧ୍ୟ ସମାଧାନ ହେବ ।

ଭଗବାନ ଶନିଦେବଙ୍କ କୃପାରୁ ଆସନ୍ତା ସମୟରେ ଅଧିକ ଧନ ଲାଭ ପାଇଁ ଆପଣଙ୍କୁ ନୂଆ ରାସ୍ତା ମିଳିବ । କୁମ୍ଭ ରାଶି ବ୍ୟକ୍ତି ବିଷେଶଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇଛି । ଯାହାଫଳରେ ଆପଣ ୪ ଗୁଣ ଅଧିକ ଉନ୍ନତି କରିବେ । କୁମ୍ଭ ରାଶି ବ୍ୟତିତ ମକର, ତୁଳା ଓ କର୍କଟ ରାଶିର ବ୍ୟକ୍ତି ବିଷେଶ ମଧ୍ୟ ଲାଭବାନ ହେବେ । ଏହି ୪ଟି ରାଶିରେ ଭଗବାନ ଶିବଙ୍କ ଅପାର କୃପା ଦୃଷ୍ଟି ରହିଥାଏ ।  ଏହି ୪ଟି ରାଶିର ବ୍ୟକ୍ତି ବିଷେଶ ଜୀବନରେ ସର୍ବଦା ସଫଳତା ଲାଭ କରିଥାନ୍ତି ।

653 Views

   ସମ୍ବନ୍ଧିତ ଖବର