Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ରାଜା ହୋଇ ଆସି ସାରିଛନ୍ତି ଶନି ଦେବତା : ଏହି ୬ଟି ରାଶିର ବ୍ୟକ୍ତିମାନେ ହେବେ ଶୀଘ୍ର ମାଲାମାଲ

24/08/2019 at 3:40 PM

ଶାସ୍ତ୍ର କଥା କହିବା ଯଦି ବହୁତ ଦିନ ପରେ କେତେକ ରାଶିଙ୍କ ଜାତକରେ ଶନି ଦେବତା ରାଜା ହୋଇ ଆସି ସାରିଛନ୍ତି। ଯାହା ଫଳରେ ଏହି ରାଶିର ବ୍ୟକ୍ତିଙ୍କ ସମସ୍ତ କଷ୍ଟ ଦୂର ହୋଇପା​‌ରେ ତଥା ତାଙ୍କ ଜୀବନରେ ଆନନ୍ଦର ଲହରୀ ଖେଳି ଯାଇପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଏହି ୬ଟି ରାଶିଗୁଡ଼ିକ ବିଷୟରେ ଯେଉଁମାନଙ୍କ ଜାତକରେ ଶନି ଦେବତା ରାଜା ହୋଇ ଆସିଛନ୍ତି।

ମିଥୁନ ଏବଂ ତୁଳା ରାଶି : ଶାସ୍ତ୍ର ଅନୁସାରେ ବହୁତ ଦିନ ପରେ ଶନି ଦେବତା ଏହି ଦୁଇଟି ରାଶିର ଜାତକରେ ରାଜା ହୋଇ ଆସିଛନ୍ତି। ମିଥୁନ ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହା ଶୁଭ ଅଟେ। ଏହା ଦ୍ବାରା ତାଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇପାରେ ଏବଂ ଏମାନଙ୍କୁ ଅପାର ଧନ ସମ୍ପତ୍ତି ଲାଭ ହୋଇପାରେ। ଏହି ରାଶି ଥିବା ବ୍ୟକ୍ତିମାନେ ଆର୍ଥିକ ରୂପରେ ମଜବୁତ ହେବେ। ଏମାନଙ୍କ ଘରେ ସୁଖ ଏବଂ ସମୃଦ୍ଧି ଆସିପାରେ। ଏମାନଙ୍କ ସ୍ବପ୍ନ ସାକାର ହୋଇପାରେ। ଏମାନଙ୍କ ଜୀବନର ଆର୍ଥିକ ସମସ୍ୟା ଦୂର ହୋଇଯିବ। ଏମାନେ କରଜ ମୁକ୍ତ ହୋଇଯିବେ। ଶନି ଦେବତାଙ୍କ ପୂଜା କରିଲେ ଏମାନଙ୍କ ପାଇଁ ଶୁଭ ହେବ।

କନ୍ୟା ଏବଂ ମକର ରାଶି : ବହୁତ ଦିନ ପରେ କନ୍ୟା ଏବଂ ମକର ରାଶିର ଜାତକରେ ଶନି ଦେବତା ରାଜା ହୋଇ ଆସିଛନ୍ତି। ଯାହା ଦ୍ବାରା ତାଙ୍କ ଜୀବନରେ ଆନନ୍ଦ ଭରିଯିବ ଏବଂ ଏମାନଙ୍କ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ। ଏହି ରାଶିର ବ୍ୟକ୍ତିମାନେ ଏକ ସଫଳ ଜୀବନ ଉପଭୋଗ କରିବେ। ଏମାନଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ଏମାନଙ୍କୁ ବିଭିନ୍ନ ଦିଗରୁ ଧନଲାଭ ହୋଇପାରେ। ଜୀବନସାଥୀଙ୍କ ସାହାଯ୍ୟ ତାଙ୍କୁ ଭାଗ୍ୟଶାଳୀ କରିପାରେ। ଶନିଦେବତାଙ୍କ କୃପା ତାଙ୍କ ଦୈନିକ ଜୀବନରେ ରହିବ।

ବୃଷ ଏବଂ କୁମ୍ଭ ରାଶି :  ଶାସ୍ତ୍ର ଅନୁସାରେ ବୃଷ ଏବଂ କୁମ୍ଭ ରାଶିର ଜାତକରେ ଶନି ଦେବତା ରାଜା ହୋଇ ଆସି ସାରିଛନ୍ତି। ଏହା ଦ୍ବାରା ତାଙ୍କ ଜୀବନରେ ଆଲୋକ ଆସିପାରେ। ଏମାନଙ୍କ ସମସ୍ତ ସମସ୍ୟା ଦୂର ହୋଇପାରେ। ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ରୂପରେ ମଜବୁତ ହେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ତାଙ୍କୁ ଲାଭ ମିଳିବ। ଏମାନଙ୍କ ଜୀବନରେ ହଠାତ୍ ପରିବର୍ତ୍ତନ ହେବ। ଏମାନେ ଶନି ଦେବତାଙ୍କ ପୂଜା କରିବା ଶୁଭ ହେବ।

   Related Posts