Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଶମା ସିକନ୍ଦର ବିକିନି ପିନ୍ଧି କଲେ ହଟ୍ ଫଟୋଶୁଟ୍…ସେକ୍ସି ଅନ୍ଦାଜ ଦେଖି ଦର୍ଶକଙ୍କର ଉଡିଗଲା ହୋସ୍

6/01/2020 at 12:03 PM

ମୁମ୍ବାଇ୬|୧: ଟେଲିଭିଜନ ଅଭିନେତ୍ରୀ ଶମା ସିକନ୍ଦର ଅଧିକାଂଶ ସମୟ ନିଜ ବୋଲ୍ଡ ଅବତାର ପାଇଁ ଚର୍ଚ୍ଚାରେ ରୁହନ୍ତି। ଇଣ୍ଡଷ୍ଟ୍ରିର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶମା ।“ୟେ ମେରୀ ଲାଇଫ ହେ” ଧାରାବାହିକରେ ଅଭିନୟ କରି ଶମା ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଶମାଙ୍କ ଖଳନାୟିକା ଭୂମିକା ମଧ୍ୟ ଦର୍ଶକ ବହୁତ ପସନ୍ଦ କରନ୍ତି। ବାଲବୀର ଧାରାବାହିକରେ ନେଗେଟିଭ ଚରିତ୍ରରେ ଅଭିନୟ କରିଥିଲେ ଶମା।

ଆଜିକାଲି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି ଶମା। ନିକଟରେ ସେ ନିଜର କିଛି ବୋଲ୍ଡ ଓ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି। ଯାହା ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛି। ଫ୍ୟାନ୍ସ ସବୁବେଳେ ତାଙ୍କ ଫଟୋ ଅପଲୋଡ ହେବା ଅପେକ୍ଷାରେ ଥାନ୍ତି। ଅଭିନେତ୍ରୀ ଶମା ଏଥର ଭେକେସନର ହଟ୍‌ ଫଟୋ ସେୟାର କରିଛନ୍ତି।

 ନିଜ ଲୁକ୍‌ ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ଶମା। ଆମେରିକାରେ ଉଠାଯାଇଥିବା ଏହି ଫଟୋ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି। ଆମେରିକାର ଫ୍ଲୋରିଡାରେ ଶମା ନିଜ ପରିବାର ନ୍ୟୁ ୟିଅର ସେଲିବ୍ରେଟ୍‌ କରିଛନ୍ତି। ପ୍ରତ୍ୟେକଥର ଭେକେସନରେ ଗଲେ ସେ ନିଜ ଫ୍ୟାନ୍ସଙ୍କୁ ଫଟୋ ମାଧ୍ୟମରେ ଅପଡେଟ୍‌ କରାନ୍ତି।

ଅଧିକାଂଶ ସମୟରେ ଶମା ତାଙ୍କ ଫଟୋ ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି।ତାଙ୍କ ଇନ୍‌ଷ୍ଟାଗ୍ରାମ ଫଟୋରେ ଅନେକ ଲାଇକ୍‌ ଓ କମେଣ୍ଟ ଆସେ। ଏବେ ସେୟାର କରିଥିବା ଫଟୋରେ ସେ ବହୁତ ସେକ୍ସି ପୋଜ୍‌ ଦେଇଛନ୍ତି। ଫିଲ୍ମରେ ହର୍ଟ ସିନ୍‌ ଦେବା ପାଇଁ ଛର୍ଚ୍ଚାରେ ରୁହନ୍ତି ଶମା।

ଆମୀର ଖାନଙ୍କ ଫିଲ୍ମ ମନ୍‌ରେ ଶମା ସିକନ୍ଦର ନିଜ ଜଲୱା ଦେଖାଇ ଦର୍ଶକଙ୍କୁ ଦିୱାନା କରିଥିଲେ। ନିଜ ଫଟୋରେ ଲାଇକ୍‌ ଓ କମେଣ୍ଟ ଦେଖି ସେ ବହୁତ ଖୁସି ହୁଅନ୍ତି। ଶମାଙ୍କର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।  

   Related Posts