Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଥରେ ହଟ୍‌ ଫଟୋ ପାଇଁ ଚର୍ଚ୍ଚାରେ ଆସିଲେ ଏହି ଅଭିନେତ୍ରୀ, ବିକିନୀ ପିନ୍ଧି ଦର୍ଶକଙ୍କ ମଧ୍ୟରେ ଲଗାଇଲେ ନିଆଁ

25/08/2019 at 2:18 PM

ମୁମ୍ବାଇ୨୫|୮: ଟେଲିଭିଜନ ଅଭିନେତ୍ରୀ ଶମା ସିକନ୍ଦର “ୟେ ମେରୀ ଲାଇଫ ହେ” ଧାରାବାହିକରେ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଥିଲେ। ଇଣ୍ଡଷ୍ଟ୍ରିର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶମା ।

ଆଜିକାଲି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛନ୍ତି ଶମା। ନିଜ ବୋଲ୍ଡ ଓ ହଟ୍‌ ଫଟୋ ଦ୍ବାରା ଅନେକ ଦର୍ଶକଙ୍କ ମଧ୍ୟରେ ନିଆଁ ଲଗାଇଛନ୍ତି।

ଫ୍ୟାନ୍ସ ସବୁବେଳେ ତାଙ୍କ ଫଟୋ ଅପଲୋଡ ହେବା ଅପେକ୍ଷାରେ ଥାନ୍ତି। ଏବେ କିଛି ଦିନ ତଳେ ଅଭିନେତ୍ରୀ ଶମା ନିଜର ହଟ୍‌ ଫଟୋ ସେୟାର କରିଛନ୍ତି।

ଅଧିକାଂଶ ସମୟରେ ଶମା ତାଙ୍କ ଫଟୋ ଓ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରୁହନ୍ତି।ତାଙ୍କ ଇନ୍‌ଷ୍ଟାଗ୍ରାମ ଫଟୋରେ ଅନେକ ଲାଇକ୍‌ ଓ କମେଣ୍ଟ ଆସେ। ଏବେ ସେୟାର କରିଥିବା ଫଟୋରେ ଶମା ଗୋଲାପି ରଂଗର ବିକିନୀ ପିନ୍ଧିଛନ୍ତି।

ଫଟୋରେ ସେ ବହୁତ ସେକ୍ସି ପୋଜ୍‌ ଦେଇଛନ୍ତି। ଫିଲ୍ମରେ ହର୍ଟ ସିନ୍‌ ଦେବା ପାଇଁ ଛର୍ଚ୍ଚାରେ ରୁହନ୍ତି ଶମା।ଆମୀର ଖାନଙ୍କ ଫିଲ୍ମ ମନ୍‌ରେ ଶମା ସିକନ୍ଦର ନିଜ ଜଲୱା ଦେଖାଇ ଦର୍ଶକଙ୍କୁ ଦିୱାନା କରିଥିଲେ।

ନିଜ ସୁନ୍ଦର ଫଟୋକୁ ନେଇ ବେଶ ଉତ୍ସାହିତ ରୁହନ୍ତି। ଫଟୋରେ  ଲାଇକ୍‌ ଓ କମେଣ୍ଟ ଦେଖି ସେ ବହୁତ ଖୁସି ହୁଅନ୍ତି।

ବାଲବୀର ଧାରାବାହିକରେ ନେଗେଟିଭ ଭୂମିକାରେ ଅଭିନୟ କରିଥିଲେ ଶମା। ଶମାଙ୍କର ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ।  

   Related Posts