Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି କିଙ୍ଗଖାନଙ୍କ ଶାଶୁ, ଭିଡିଓ ସେୟାର କରି ଝିଅ ଲେଖିଲେ-ୱା କ୍ୟା ଷ୍ଟେପ୍ ହୈ

10/09/2021 at 2:04 PM

ମୁମ୍ବାଇ ୧୦/୦୯ : ଗୌରୀ ଖାନଙ୍କ ଲାଟେଷ୍ଟ ପୋଷ୍ଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ ତାଙ୍କ ମା’ଙ୍କର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଗୌରୀ ତାଙ୍କ ମା’ଙ୍କ ଜନ୍ମଦିନରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ଏବଂ ଏକ ସୁନ୍ଦର ମେସେଜ୍ ମଧ୍ୟ ଲେଖିଛନ୍ତି। ଏହି ଭିଡିଓରେ ଗୌରୀ ଖାନଙ୍କ ବନ୍ଧୁ ଏକତା କପୁର, ସୁଜୈନ, ଦିଆ ମିର୍ଜା ଏବଂ ଫରାହ ତାଙ୍କ ମା’ଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଶାହାରୁଖ ଖାନଙ୍କ ଶାଶୁଙ୍କର ଏହି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିଲେ ଆପଣ ବି ଅନୁଭବ କରିବେ ଯେ ଖୁସି ରହିବା ଏବଂ ଜୀବନକୁ ଉପଭୋଗ କରିବା ପାଇଁ କୌଣସି ବୟସ ପ୍ରତିବନ୍ଧକ ହୋଇପାରିବ ନାହିଁ। ଏହି ଭିଡିଓରେ ଗୌରୀ ଖାନଙ୍କ ମା ସବିତା ‘ଡାଡୀ’ କୁଲ୍ ଗୀତ ରେ ନାଚୁଥିବାର ଦେଖାଯାଇଛି। ସେ ଏତେ ସୁନ୍ଦର ଡ୍ୟାନ୍ସ କରିଛନ୍ତି ଯେ ଆପଣ ଦେଖିବା ମାତ୍ରେ ଆପଣଙ୍କ ମୁହଁରେ ହସ ଆସିଯିବ। ଗୌରୀ ଭିଡିଓରେ ‘ମମି କୁଲ୍’ ଲେଖିଛନ୍ତି।

ସେପ୍ଟେମ୍ବର ୮ ରେ ଗୌରୀ ତାଙ୍କ ମା’ଙ୍କ ଜନ୍ମଦିନରେ ଏହି ଭିଡିଓ ସେୟାର କରିଛନ୍ତି। ଏହା ସହିତ ଲେଖା ହୋଇଛି, ଏପରି କେହି ନାହାଁନ୍ତି ଯିଏକି ତୁମ ପରି ଡ୍ୟାନ୍ସ କରିପାରିବେ … ହାପି ବର୍ଥ ଡେ’ ମମ୍। ଗୌରୀଙ୍କ ଏହି ପୋଷ୍ଟରେ, ତାଙ୍କ ଇଣ୍ଡଷ୍ଟ୍ରିର ଫ୍ରେଣ୍ଡ ତାଙ୍କ ମାଙ୍କୁ ୱିସ୍ କରିଛନ୍ତି ଏବଂ ତାଙ୍କ ଡ୍ୟାନ୍ସଙ୍କୁ ପ୍ରଶଂସା କରିଛନ୍ତି।

   Related Posts