Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||

ଶାହରୁଖ ଖାନଙ୍କ ପୁଅ ଆବ୍ରାମ୍ ଖାନ ଜିତିଲେ ଗୋଲ୍ଡ ମେଡାଲ…

10/02/2020 at 9:31 AM

ମୁମ୍ବାଇ୧୦|୨: ବଲିଉଡ ବାଦ୍‌ଶାହ ଶାହରୁଖ ଖାନ ଏବେ ଫିଲ୍ମ ଜଗତରୁ ଦୂରାଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି। ନିକଟରେ ଶାହରୁଖଙ୍କପୁଅ ଆବ୍ରାମ୍‌ ତାଇକ୍ୱାଣ୍ଡୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିପାଇଁ ଶାହରୁଖ ବହୁତ ଖୁସି ଅଛନ୍ତି ଓ ଗର୍ବ ଅନୁଭବ କରୁଛନ୍ତି।ଖୁସିରେ କିଙ୍ଗ ଖାନ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରିଛନ୍ତି।

ପୁଅ ସ୍ୱର୍ଣ୍ଣପଦକ ହାସଲ କରିଥିବାରୁ ଏହି ଖୁସିକୁ ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ଫଟୋରେ ଅବ୍ରାମ୍‌ ତାଇକ୍ୱାଣ୍ଡୋ ପୋଷାକ ପିନ୍ଧିଥିବା ନଜର ଆସୁଛନ୍ତି। ଫଟୋ ସେୟାର କରି ଶାହରୁଖ୍‌ ଲେଖିଛନ୍ତି, ଯେ, ‘ଆପଣ ଶିଖନ୍ତି, ଆପଣ ଲଢ଼ନ୍ତି ଓ ପରେ ସଫଳତା ହାସଲ କରନ୍ତି। ଶାହରୁଖଙ୍କ କହିବା ଅନୁସାରେ ଅବ୍ରାମ୍‌ଙ୍କ ପାଖରେ ତାଙ୍କଠାରୁ ଅଧିକ ମେଡଲ ଅଛି।

 ଶାହରୁଖ ତାଙ୍କ ତିନି ସନ୍ତାନ ଆର୍ୟାନ୍‌, ସୁହାନା ଓ ଅବ୍ରାମ୍‌ଙ୍କୁ ବହୁତ ଭଲ ପାଆନ୍ତି ଓ ପ୍ରତ୍ୟେକ କାମରେ ସପୋର୍ଟ କରନ୍ତି। ତେବେ ଫିଲ୍ମ ବିଷୟରେ କହିଲେ ଅନେକ ଦିନରୁ ଶାହରୁଖ କୌଣସି ଫିଲ୍ମ କରିନାହାନ୍ତି। ଶେଷ ଥର ପାଇଁ ସେ ୨୦୧୮ ରେ ରିଲିଜ ହୋଇଥିବା ଫିଲ୍ମ ‘ଜିରୋ’ ରେ ନଜର । ଏହି ଫିଲ୍ମ ଅଧିକ କମାଲ କରିପାରିନଥିଲା। ଚଳିତ ବର୍ଷ ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ବବ ବିଶ୍ୱାସ’ କୁ ପ୍ରଡ୍ୟୁସ କରୁଛନ୍ତି।

   Related Posts