Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଡିସେମ୍ବରରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ବିବାହ କରିବେ ହ୍ୟାଣ୍ଡସମ୍ ହଙ୍କ୍ ଶାହୀର ଶେଖ୍

6/11/2020 at 1:38 PM

ମୁମ୍ବାଇ ୬/୧୧: ଶାହୀର ଶେଖ ନିକଟରେ ସୋସିଆଲ ମିଡିଆରେ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଛନ୍ତି। ଶାହୀର ଗର୍ଲଫ୍ରେଣ୍ଡ ରୁଚିକା କପୁରଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ କହିଥିଲେ ଯେ ସେମାନେ ପରସ୍ପରକୁ ଡେଟ୍ କରୁଛନ୍ତି।ଏପରି କ୍ଷେତ୍ରରେ ତାଙ୍କ ମହିଳା ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି କିନ୍ତୁ ତଥାପି ପ୍ରଶଂସକ ଖୁସି ଅଛନ୍ତି। ଏବେ ଶୁଣିବାକୁ ମିଳିଛି ଯେ ଏମାନେ ଖୁବ୍ ଶୀଘ୍ର ବିବାହ କରିବାକୁ ପ୍ଲାନିଂ କରିଛନ୍ତି।

ସୂଚନା ଅନୁଯାୟୀ ଶାହୀର ଏବଂ ରୁଚିକା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ଦୁହେଁ ଇଣ୍ଟିମେଟ୍ ସେରେମନିରେ ବିବାହ କରିବେ। ଏଥି​‌ରେ କେବଳ ତାଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ।

ଶାହୀର ନିକଟରେ ରୁଚିକାଙ୍କ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ମାଇ ଗାର୍ଲ କହିଥିଲେ। ପରେ ଶାହୀର ରୁଚିକାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ନିଜ Ikigai କହିଥିଲେ। ଏହି ଜାପାନୀ ଶବ୍ଦର ଅର୍ଥ ବଞ୍ଚିବାର କାରଣ। ଏଭଳିଭାବେ ଶାହୀର ଈଶାରା ଈଶାରାରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।

   Related Posts