Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ଏହି ଫିଲ୍ମକୁ ଦେଖି ୪ଥର କାନ୍ଦିଥିଲେ ଶାହିଦ କପୁର

10/12/2019 at 1:40 PM

ମୁମ୍ବାଇ ୧୦/୧୨: ବଲିଉଡ ଅଭିନେତା ଶାହିଦ କପୁରଙ୍କୁ ଶେଷ ଥର ‘କବୀର ସିଂହ’ରେ ଦେଖା ଯାଇଥିଲା। ଏହି ଫିଲ୍ମଟି ବକ୍ସ ଅଫିସରେ ଖୁବ୍ ସଫଳ ହୋଇଥିଲା ଏବଂ ବ୍ଲକବଷ୍ଟର ମଧ୍ୟ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ କିଆରା ଆଡଭାନୀ ଥିଲେ। ଏବେ ଶାହିଦ କପୁର ଖୁବ୍ ଶୀଘ୍ର ସୁପରହିଟ୍ ଦକ୍ଷିଣ ଭାରତୀୟ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ। ଫିଲ୍ମର କାହାଣୀ ଭାରତୀୟ କ୍ରିକେଟ ଉପରେ ଆଧାରିତ।

ଷ୍ଟାର ସ୍କ୍ରିନ୍ ଆଓ୍ବାର୍ଡ଼ ଅବସରରେ ମିଡିଆ ସହ କଥା ହେବାବେଳେ ଶାହିଦ କହିଥିଲେ ଯେ ‘ସେ ପୁଣି ଥରେ କୌଣସି ରିମେକ୍ ଫିଲ୍ମ କରିବାକୁ ଚାହୁଁନଥିଲେ। ସେ ଓରିଜିନାଲ ଫିଲ୍ମ କରିବାକୁ ଚାହୁଁଥିଲେ,ନହେଲେ ଲୋକଙ୍କୁ ଲାଗିବ ଯେ ସେ ଖାଲି ରିମେକ୍ ଫିଲ୍ମ କରୁଛନ୍ତି। କିନ୍ତୁ ଯେତେବେଳେ ସେ ‘ଜର୍ସି’ ଦେଖିଥିଲେ ଏହା ତାଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ସେ ଏହାକୁ ଦେଖି ୪ଥର କାନ୍ଦିଥିଲେ। ଏହାର ଚରିତ୍ର କବୀର ସିଂହ ଭଳି ନୁହେଁ। ସେ ଶାନ୍ତ ଏବଂ କମ୍ କଥା କହିଥାଏ’ ।

   Related Posts