Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ମାମଲା

4/11/2019 at 7:14 AM

କେନ୍ଦ୍ରାପଡା ୪।୧୧: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ଯୌନ ନିର୍ଯ୍ୟାତନା ମାମଲା ର ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ  ପୋଲିସ ଉଠାଇନେଇଥିବାର ସୂଚନା ମିଳିଛି ।  ରବିବାର ବିଳମ୍ବିତ ରାତିରେ ପ୍ରମୋଦଙ୍କୁ  ଟାଉନ୍ ଥାନା ଅନ୍ତର୍ଗତ ବଣିଆମାଳ ସ୍ଥିତ ତାଙ୍କ ଘରୁ  ପୋଲିସ ଉଠାଇ ନେଇଥିବା ଜଣାପଡିଛି ।  ରାତି ତମାମ ସହର ବାହାରେ କୌଣସି ଏକ ଅଜ୍ଞାତ ସ୍ଥାନରେ ପୋଲିସ ପ୍ରମୋଦଙ୍କୁ ପଚରା ଉଚରା କରୁଥିବା ସୂଚନା ମିଳିଛି  ।  କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟିର  ଜଣେ ମହିଳା କର୍ମଚାରୀ ପ୍ରମୋଦଙ୍କ ବିରୁଦ୍ଧରେ କାର୍ଯ୍ୟକ୍ଷେତ୍ରରେ ଯୌନ ଶୋଷଣର  ଅଭିଯୋଗ ଆଣିଥିଲେ ।

   Related Posts