Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

ସେକ୍ସଓ୍ଵାର୍କର କଲେ ଖୁଲାସା; ନେତା,ମନ୍ତ୍ରୀ, ସିନେମାଷ୍ଟାର , ଖେଳାଳୀ ସମେତ ନାମୀଦାମୀ ଲୋକ ତାଙ୍କ ସହ ରଖିଛନ୍ତି ଶାରୀରିକ ସଂପର୍କ

21/12/2018 at 8:34 PM

ଜଣେ ଦେହଜୀବି କରିଛନ୍ତି ମହାଖୁଲାସା । ଦେହର ଭୋକ ମେଣ୍ଟେଇବାକୁ କେବଳ ସାଧାରଣଲୋକ ଆସୁ ନ ଥିଲେ । ଆସୁଥିଲେ ଅନେକ ନେତା, ମନ୍ତ୍ରୀ, ସିନେମାଷ୍ଟାର, ଖେଳାଳି ସମେତ ବହୁ ନାମୀଦାମୀ ଲୋକ । ସେ କହିଛନ୍ତି ତାଙ୍କ ଏସକର୍ଟ ସର୍ଭିସରେ ରାତିକୁ ଉପାର୍ଜନ ୮ଲକ୍ଷରୁ କମ୍ ଟଂକା ନୁହେଁ । ଏହି ବିସ୍ଫୋରକ ବୟାନ ଦେଇଛନ୍ତି ସିଣ୍ଡ୍ରେଲା ଏସକର୍ଟରେ କାମ କରୁଥିବା ଏନା ନାମକ ଜଣେ ଯୁବତୀ । ସେ ଏକ ନ୍ୟୁଜ୍ ଚ୍ୟାନେଲ୍ ରେ ଏହା ପ୍ରକାଶ କରିଛନ୍ତି ।

ଏନା ଆହୁରି କହିଛନ୍ତି, ଏହି ଗରାଖମାନଙ୍କ ତାଲିକାରେ ବହୁତ ନାମୀଦାମୀ ହଲିଉଡ଼ର ଷ୍ଟାର ଅଛନ୍ତି । ସିଣ୍ଡ୍ରେଲା ଏସକର୍ଟର ଏଭଳି ଓ୍ଵେବସାଇଟ, ଯେଉଁଥିରେ ଭର୍ଜିନିଟି( ସତୀତ୍ଵ)ଥିବା ଝିଅମାନଙ୍କୁ ବାଜି ଲଗାଯାଇଥାଏ । ଯେଉଁ ବାଜିରେ ବଡ଼ବଡ଼ ଶିଳ୍ପପତି, ହଲିଉଡ଼ ଷ୍ଟାର,ଖେଳାଳି, ନେତା ଓ ବିଜିନେସ ମେନ ବି ଥାଆନ୍ତି ।

ଏନା ଆହୁରି କହିଛନ୍ତି, ଥରେ ଜଣେ ହଲିଉଡ଼ ଷ୍ଟାର ସହ ସେ ଡ଼େଟିଂରେ ଥିଲେ । ଏହି ଷ୍ଟାର ଜଣକ ତାଙ୍କୁ ଥରେ ଗୋଟିଏ ଏଜେନସି ମାଧ୍ୟମରେ ଯୋଗାଯୋଗ କରିଥିଲେ । ତାଙ୍କର ପାରିଶ୍ରମିକ ଛାଡ଼ି ଫ୍ଲାଇଟ ଟିକେଟ, ଖାଇବାପିଇବା ସହ ଅନ୍ୟାନ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରିଥିଲେ । ଏହାପରେ ତାଙ୍କୁ ୨୫ ଲକ୍ଷର ଗୋଟେ  ଉପହାର ବି  ଦେଇଥିଲେ । ଯାହା ତାଙ୍କ ଜୀବନରେ ବଡ଼ ଉପହାର ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ସହ ୨ବର୍ଷ ମଧ୍ୟରେ ୩୦ରୁ ଅଧିକ ହଲିଉଡ଼ ଷ୍ଟାର ସଂପର୍କ ରଖିଛନ୍ତି ।

ଦେହଜୀବି ଏନା ଟିଭି ଚ୍ୟାନେଲ ଆଗରେ ଏହି ମହାଖୁଲାସା କଲାପରେ, ଅନଲାଇନରେ ଚାଲୁଥିବା ଦେହ ବ୍ୟବସାୟ ଓ ଏହା ସହିତ ସଂପର୍କରଖିଥିବା  ନାମୀଦାମୀ ଲୋକଙ୍କର ଗୁମର ଆସ୍ତେଆସ୍ତେ ଫିଟୁଛି ।

   Related Posts