Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ସ୍ପା ସେଣ୍ଟରରେ ଚାଲିଥିଲା ବେଧଡ଼କ ଦେହ ବ୍ୟବସାୟ : ୨ଯୁବତୀ ଏବଂ ୫ଯୁବକଙ୍କୁ ଗିରଫ କଲା ପୋଲିସ୍

17/08/2020 at 5:39 PM

ମଥୁରା ୧୭/୮: ସ୍ପା ସେଣ୍ଟର ଆଳରେ ଚାଲୁଥିବା ଏକ ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି

ୟୁପି ପୋଲିସ୍। ଏହି ରାକେଟରେ ଦୁଇ ଯୁବତୀ ଏବଂ ୩ଜଣ ଯୁବକ ଧରା ପଡ଼ିଛନ୍ତି ଯେଉଁଥିରେ ଜଣେ ଯୁବକ ଗ୍ରାହକ ଆଣିବା କାମ କରୁଥିଲା।

ଉତ୍ତର ପ୍ରଦେଶର ମଥୁରା ଥାନାର କୋତଓ୍ବାଲି ଅଞ୍ଚଳରେ ହାଇଓ୍ବେ ପ୍ଲାଜା ନିକଟରେ ମୋତି ମଞ୍ଜିଲ କମ୍ପ୍ଲେକ୍ସରେ ୟୁନିସେକ୍ସ ସ୍ପା ସେଣ୍ଟର ଆଳରେ ବେଶ୍ୟାବୃତ୍ତି ଭଳି ଅନୈତିକ କାର୍ଯ୍ୟ ଚଲାଇଥିବାବେଳେ ୟୁପି ପୋଲିସ୍ ପର୍ଦ୍ଦାଫାଶ କରିଛି।

ଏକ ସୂଚନା ଆଧାରରେ ପୋଲିସ୍ ଘେରଉ କରି ଘଟଣାସ୍ଥଳରୁ ୩ଯୁବକ ଏବଂ ୨ ଯୁବତୀଙ୍କୁ ଗିରଫ କରିଛି।

ପୋଲିସକୁ ଅନେକ ଦିନ ତଳେ ଏହି ଧନ୍ଦାର ସୂଚନା ମିଳିଥିଲା। ପୋଲିସ୍ ଯେତେବେଳେ ସ୍ପା ସେଣ୍ଟର ଭିତରେ ଯାଇଥିଲା ସେତେବେଳେ ବିଛଣାରୁ ଏପଟସେପଟ ହୋଇ ପଡ଼ିଥିବାର ପୋଷାକ ଏବଂ ଆପତ୍ତିଜନକ ସାମଗ୍ରୀ ମିଳିଥିଲା।

ଏହି ୫ଜଣଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉଛି।

   Related Posts