Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସମ୍ବଲପୁରରେ ସେକ୍ସ ରାକେଟ୍‌: ପୋଲିସ୍‌ ହାତରେ ରାଣୀ ମହୁମାଛି

7/06/2020 at 4:32 PM

ସମ୍ବଲପୁର୭/୬: ସମ୍ବଲପୁରରେ ସେକ୍ସ ରାକେଟ୍। ସମ୍ବଲପୁର ଧନୁପାଲି ପୋଲିସକୁ ମିଳିଛି ସଫଳତା| ଲକଡାଉନ୍‌ ବେଳେ ସମ୍ବଲପୁରରେ ସେକ୍ସ ରାକେଟ୍ ଉପରେ ଅଚାନକ ଚଢ଼ାଉ କରିଛି ଧନୁପାଲି ପୋଲିସ୍ । ଚଢାଉ ବେଳେ ସେକ୍ସ ରାକେଟର ରାଣୀ ମହୁମାଛି ସମେତ ୪ ଜଣ ଯୁବତୀ ଉଦ୍ଧାର ହୋଇଥିବାବେଳେ ୫ ଜଣ ଗ୍ରାହକ ଗିରଫ ହୋଇଛନ୍ତି | ସୋମାନଙ୍କ ପାଖରୁ ପୋଲିସ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ରେଡ ହ୍ଯାଣ୍ଡ ଗିରଫ କରିଛି| ଧନୁପାଲି ଥାନା ଭତରା ଅଞ୍ଚଳର ମଠପାଲିରେ ଦୀର୍ଘ ଦିନ ହେବ ସେକ୍ସ ରାକେଟ ଚାଲିଥିବା ପୋଲିସ ଖବର ପାଇ ଚଢାଉ କରିଥିଲା |

   Related Posts