Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆପତ୍ତିଜନକ ଅବସ୍ଥାରେ ଦୁଇ ମହିଳା ଓ ଚାରିପୁରୁଷଙ୍କୁ ଉଦ୍ଧାର କଲା ପୋଲିସ, ଅନେକଦିନ ହେଲା ପୋଲିସ ଅଜାଣତରେ ଚାଲୁଥିଲା ସେକ୍ସରାକେଟ

30/12/2018 at 8:34 PM

ପାଟଣା ୩୦/୧୨- ପାଟଣା ପୋଲିସ ଆଜି ସେକ୍ସ ରାକେଟ ଗ୍ୟାଙ୍ଗକୁ ଠାବ କରିବା ସହ କରିଛି ଖୁଲାସା । କଦମକୁଲା ଥାନା ଅଂଚଳରେ ଚାଲିଥିବା ଏହି ରାକେଟକୁ ଧରିବା ସହ ୬ଜଣଙ୍କୁ ଅଟକ ରଖି କରୁଛି ପଚରାଉଚରା ।

ଅନେକଦିନ ହେବ ପୋଲିସ ପାଖରେ ଏହି ରାକେଟ ଚାଲୁଥିବା ଖବରଥିଲା । ପୋଲିସ ଏହି ସେକ୍ସରାକେଟ ଧରିବାପାଇଁ ଜାଲ ବିଛାଇଥିଲା । ଆଜି ଦ୍ଵି-ପ୍ରହର ସମୟରେ କଦମକୁଲା ଥାନା ଛାପାମରୀ ଅଂଚଳର କଂଗ୍ରେସଭବନ  ନିକଟରେ ଗୋଟିଏ ଘରୁ ୨ଜଣ ଯୁବତୀ ସହ ୪ଜଣ ଯୁବକଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିଥିଲା । ସେମାନଙ୍କ ପାଖରୁ ଅନେକ ଆପତ୍ତିଜନକ ଦ୍ରବ୍ୟ ଉଦ୍ଧାର କରାଯାଇଛି ।


ପୋଲିସ ଏହି ଯୌନକାରବାରରେ ଲିପ୍ତଥିବା ୬ଜଣକୁ ଥାନାରେ ଅଟକି ପଚରାଉଚୁରା କରୁଛି ।

   Related Posts