Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଢ଼େଙ୍କାନାଳରେ ସେକ୍ସ ରାକେଟ୍‌…

2/08/2020 at 3:52 PM

ଢ଼େଙ୍କାନାଳ୨/୮:  ଢେଙ୍କାନାଳରେ ସେକ୍ସ ରାକେଟ । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ସହରର ଶାସନ ଅଞ୍ଚଳର  ଚଢ଼ାଉ କରିଥିଲା ଟାଉନ ପୁଲିସ । ଟାଉନ ପୁଲିସର ଏକ ଟିମ୍‌ ଶାସନରେ ଥିବା ଓଁ ସିଦ୍ଧେଶ୍ୱରୀ ନାମକ ଏକ ଗେଷ୍ଟ ହାଉସରେ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ଗେଷ୍ଟ ହାଉସରୁ ଜଣେ ବଙ୍ଗୀୟ ଯୁବତୀକୁ ସନ୍ଦେହ ଜନକ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି  ।  ଏହା ସହ ଗେଷ୍ଟ ହାଉସ ମାଲିକ ବିଶ୍ୱଜିତ ମିଶ୍ରଙ୍କୁ ପୁଲିସ ଗିରଫ  କରିଛି । ଗେଷ୍ଟ ହାଉସରୁ ଏକ କମ୍ପ୍ୟୁଟର ଓ ହାର୍ଡ ଡିସ୍କ ଜବତ କରିଥିବା ବେଳେ ଚଢ଼ାଉ ବେଳେ ଅନେକ ଆପତ୍ତିଜନକ ଜିନିଷ ବ୍ୟବହୃତ ହୋଇ ପଡ଼ିଥିବା ପୁଲିସର ନଜରକୁ ଆସିଥିଲା । ଏ ସମ୍ପର୍କରେ ଟାଉନ ପୁଲିସ ତନାଘନା ଯାଞ୍ଚ ଆରମ୍ଭ କରୁଛି । ତେବେ ଗେଷ୍ଟ ହାଉସ ଆଳରେ ଯୁବତୀ ମାନଙ୍କୁ ଆଣି ଏଠାରେ ସେକ୍ସ ରାକେଟ ଚଳାଉଥିବା ପୁଲିସ ଯାଞ୍ଚରୁ ଜାଣିପାରିଛି । ଏଠାରେ ସେକ୍ସ ରାକେଟ ଚାଲିଥିବା ବିଶେଷ ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଫଳରେ ଅଚାନକ ଗତ ରାତ୍ରିରେ ପୁଲିସ ଏହି ଚଢ଼ାଉ କରିଥିଲା ।

   Related Posts