Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସମ୍ଭ୍ରାନ୍ତୀୟ ହୋଟେଲ୍‌ରେ ପୋଲିସ ଚଢଉ: ଧରା ପଡିଲେ ୨ କଲ ଗାର୍ଲ ସମେତ ୩ ଗ୍ରାହକ

16/06/2019 at 1:25 PM

ନୂଆ ଦିଲ୍ଲୀ୧୬|୬: ବହୁରାଣୀ ହୋଟେଲ ଭଳି ଏକ ନାମି ଦାମି ହୋଟେଲରେ ପୋଲିସ ଚଢଉ କରିଥିଲା। ସେହି ସମୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଅସଂଯତ ଅବସ୍ଥାରେ ଧରା ପଡିଥିଲେ। ନୂଆ ଦିଲ୍ଲୀରେ ଚାକନ୍ଦ ଥାନା ଅନ୍ତର୍ଗତ ଏକ ବଜାରରେ ଏହି ହୋଟେଲ ରହିଛି ।

ଡିଏସ୍‌ପିଙ୍କ ଅନୁସାରେ କୋତୱାଲି ପୋଲିସ ସମେତ ଅନ୍ୟ ଥାନାର ପୋଲିସ ମଧ୍ୟ ଏକା ସହ ବହୁରାଣୀ ହୋଟେଲରେ ଚଢଉ କରିଥିଲେ। ଧରା ପଡିଥିବା ପୁରୁଷ  ଓ ମହିଳାମାନଙ୍କୁ ପୋଲିସ ପଚରା ଉଚୁରା କରୁଛି।  

ରିପୋର୍ଟ ଅନୁସାରେ ଏହି ହୋଟେଲରେ ସେକ୍ସ ରାକେଟ୍‌ର ଜୋରସୋରରେ ଚାଲୁଥିଲା। ହୋଟେଲର ପରିଚାଳକ ପିଣ୍ଟୁ ସିଂହ ଦୀର୍ଘ ଦିନରୁ ଏହି ଧନ୍ଦା ଚଳାଉଥିଲା। ଧରା ପଡିଥିବା ମହିଳା କୋଲକାତାର ଆସନସୋଲ ବଜାରର ଓ ଗ୍ରାହକମାନେ ଦିଲ୍ଲୀର । ପୋଲିସ ଥାନାରେ ସେମାନଙ୍କୁ ଅଟକ ରଖି ମାମଲାର ଅନୁସଂଧାନ କରୁଛି।  

.

   Related Posts