Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ରାକେଟ୍ : ଗେଷ୍ଟ ହାଉସ୍‌ରେ ଚଢାଉ, ୩ ବଙ୍ଗୀୟ ଯୁବତୀ ଉଦ୍ଧାର, ୨ ଗ୍ରାହକ ଗିରଫ

21/08/2019 at 11:05 AM

ଭୁବନେଶ୍ବର ୨୧|୮: ପୁଣି ରାଜଧାନୀରୁ ହାଇପ୍ରୋଫାଇଲ ସେକ୍ସ ରାକେଟ୍ ଠାବ ହୋଇଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟସ୍ଥ ସମସ୍ତି ଗେଷ୍ଟ୍ ହାଉସ ଉପରେ ପୋଲିସର ରେଡ୍ କରି ଏହି ସେକ୍ସ ରାକେଟ୍ ର ଭଣ୍ଡାଫୋଡ କରିଛି । ଗେଷ୍ଟ ହାଉସ୍ ରୁ ୩ ଜଣ ବଙ୍ଗୀୟ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏଥିସହିତ ୨ ଜଣ ଗ୍ରାହକଙ୍କୁ ମଧ୍ୟ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ତେବେ ସେକ୍ସ ରାକେଟ୍‌ ଚଳାଇଥିବା କିଙ୍ଗ୍‌ ପିନ୍ ଫେରାର ହୋଇଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀର ବିଭିନ୍ନ ଗେଷ୍ଟ ହାଉସ୍ ଏବଂ ଆପାର୍ଟମେଣ୍ଟରେ ସେକ୍ସ ରାକେଟ୍ ଚାଲିଥିବା ପୋଲିସକୁ ସୂଚନା ମିଳିଛି । ସେହି ଆଧାରରେ ପୋଲିସ ବିଭିନ୍ନ ସନ୍ଦିଗ୍ଧ ଗେଷ୍ଟ ହାଉସ୍ ଉପରେ ଚଢାଉ ଜାରି ରଖିଛି । ନିକଟରେ ରାଜଧାନୀର ବିଭିନ୍ନ ଡାନ୍ସ ବାର୍ ଉପରେ ଚଢାଉ କରି ପ୍ରାୟ ୪୦ଜଣ ବାର୍ ଗର୍ଲଙ୍କୁ ପୋଲିସ ଉଦ୍ଧାର କରିଥିଲା ।

   Related Posts