Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ, ରାଜ୍ୟ ବାହାରର ଯୁବତୀ ହୋଇଥିଲେ ନିୟୋଜିତ

2/12/2019 at 10:07 AM

ରତିଆ ୨।୧୨: ହରିୟାଣା ଫତେହାବାଦ ରତିଆର ରାମନଗର କଲୋନୀରେ ସେକ୍ସ ରାକେଟ୍ ର ପର୍ଦ୍ଦାଫାଶ ହୋଇଛି । ରାକେଟ୍ ରେ ସାମିଲ ଥିବା ଯୁବତୀମାନେ ଅନ୍ୟ ରାଜ୍ୟରୁ ରତିଆକୁ ବିମାନରେ ଯିବାଆସିବା କରୁଥିଲେ ।

ପୋଲିସର ସୂଚନା ଅନୁସାରେ ଏଠାରୁ ସୂଚନା ମିଳିବା ପରେ ନିଜ ନିଜ ଅଞ୍ଚଳରୁ ଦିଲ୍ଲୀରେ ପହଞ୍ଚୁଥିଲେ । ଦିଲ୍ଲୀରୁ ଗାଡି ସାହାଯ୍ୟରେ ରତିଆ ଯାଉଥିଲେ ।

ରତିଆରେ ବହୁ ଦିନରୁ ସେକ୍ସ ରାକେଟ୍ ଚାଲୁଥିବାର ପୋଲିସକୁ ସୂଚନା ମିଳିଥିଲା । ଯୁବତୀମାନଙ୍କୁ ବାହାର ରାଜ୍ୟରୁ ଅଣାଯାଇ ରାକେଟ୍ ଚଳାଉଥିଲା ଦଲାଲ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆସାମ, ବିହାର, ପଞ୍ଜାବରୁ ଆସୁଥିବା ଯୁବତୀମାନେ ବିମାନରେ ଆସୁଥିଲେ । ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯିବ । ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ହେଉଥିବା ନେଣଦେଣ ବାବଦରେ ସୂଚନା ମିଳିପାରିବ ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ରାକେଟ୍ ର ଦଲାଲ ଆସାମ ଅଞ୍ଚଳର । ସେ ବିହାରରେ ବିବାହ କରିଛନ୍ତି । ରତିଆରେ ତାଙ୍କର କେମିତି ଲିଙ୍କ୍ ଅଛି ତାର ତଦନ୍ତ କରାଯାଉଛି । ଏହା ବ୍ୟତୀତ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟର ମଧ୍ୟ ଯାଞ୍ଚ କରାଯିବ ।

   Related Posts