Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ରାକେଟ୍‌ର ହେଲା ପର୍ଦ୍ଦାଫାଶ : ୫ ଯୁବତୀ ଉଦ୍ଧାର, ୨ ଦଲାଲ ସହ ୪ ଗ୍ରାହକ ଗିରଫ

1/12/2019 at 1:30 PM

ଭୁବନେଶ୍ବର୦୧।୧୨: ଭୁବନେଶ୍ବର ଏମ୍‌ସ ବିହାରରେ ଥିବା ଏକ  ଗେଷ୍ଟ ହାଉସ୍‌ରୁ ସେକ୍ସ ରାକେଟ୍ ଠାବ ହୋଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ ଯେ, ଏମ୍‌ସ ବିହାରରେ ଥିବା ଏକ  ଗେଷ୍ଟ ହାଉସ୍‌ରେ ସେକ୍ସ ରାକେଟ୍ ଚାଲୁଥିବା ଖବର ପାଇ ଖଣ୍ଡିଗିରି ଥାନା ପୋଲିସ ଚଡାଉ କରିଛି । ପୋଲିସ ଚଢାଉ କରି ଚାରି ଗ୍ରାହକ ସହ ଦୁଇ ଜଣ ଦଲାଲ ଗିରଫ ହୋଇଥିବା ସୂଚନା । ଗେଷ୍ଟ ହାଉସରୁ ଛଅ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଏହି ରାକେଟ ଆଉ କେତେ ଜଣ ସାମିଲ  ଅଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

   Related Posts