ଗେଷ୍ଟ ହାଉସ୍‌ରେ ଚାଲିଥିବା ସେକ୍ସ ରାକେଟ୍‌ର ହେଲା ପର୍ଦ୍ଦାଫାଶ : ୫ ଯୁବତୀ ଉଦ୍ଧାର, ୨ ଦଲାଲ ସହ ୪ ଗ୍ରାହକ ଗିରଫ

Published By : Prameya-News7 Bureau | December 01, 2019 IST

ଭୁବନେଶ୍ବର୦୧।୧୨: ଭୁବନେଶ୍ବର ଏମ୍‌ସ ବିହାରରେ ଥିବା ଏକ  ଗେଷ୍ଟ ହାଉସ୍‌ରୁ ସେକ୍ସ ରାକେଟ୍ ଠାବ ହୋଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।

{"id":192484,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏମ୍‌ସ ବିହାରରେ ଥିବା ଏକ  ଗେଷ୍ଟ ହାଉସ୍‌ରେ ସେକ୍ସ ରାକେଟ୍ ଚାଲୁଥିବା ଖବର ପାଇ ଖଣ୍ଡିଗିରି ଥାନା ପୋଲିସ ଚଡାଉ କରିଛି । ପୋଲିସ ଚଢାଉ କରି ଚାରି ଗ୍ରାହକ ସହ ଦୁଇ ଜଣ ଦଲାଲ ଗିରଫ ହୋଇଥିବା ସୂଚନା । ଗେଷ୍ଟ ହାଉସରୁ ଛଅ ଜଣ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି ପୋଲିସ । ଏହି ରାକେଟ ଆଉ କେତେ ଜଣ ସାମିଲ  ଅଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.