ରାଜଧାନୀ ଭୁବନେଶ୍ୱରରୁ ହାଇ ପ୍ରୋଫାଇଲେ ସେକ୍ସ ରାକେଟ ଠାବ

Published By : Prameya-News7 Bureau | May 20, 2018 IST

ରାଜଧାନୀ ଭୁବନେଶ୍ୱରରୁ ହାଇ ପ୍ରୋଫାଇଲେ ସେକ୍ସ ରାକେଟ ଠାବ ଗତକାଲି ବାପୁଜୀ ନଗର ଅଂଚଳରେ ଥିବା ଏକ ସ୍ପା ରେ ଚଢ଼ାଉ କରିଥିଲା କ୍ୟାପିଟାଲ ଥାନା ପୋଲିସ | ଚଢ଼ାଉ ବେଳେ ୮ଜଣ ଥାଇଲ୍ୟାଣ୍ଡ ଯୁବତୀଙ୍କୁ ଉଦ୍ଧାର କରାଯିବା ସହ ୭ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.