Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଭବାନୀପାଟଣା ଭଡାଘରେ ଚାଲୁଥିଲା ସେକ୍ସ ରାକେଟ୍ : ୨ ଗ୍ରାହକ ଓ ଦଲାଲ ଗିରଫ, ବଙ୍ଗୀୟ ଯୁବତୀ ଉଦ୍ଧାର

18/07/2019 at 11:09 AM

ଭବାନୀପାଟଣା ୧୮|୭:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପିପଲନଳା ଅଂଚଳରୁ ପୋଲିସ ଏକ ସେକ୍ସ ରରାକେଟ ଠାବ କରିଛି । ଗତକାଲି ରାତିରେ ବିଶ୍ବସ୍ଥ ସୂତ୍ରରୁ ଖବରପାଇ ପିପଲନଳାର ଏକ ଘର ଉପରେ ପୋଲିସ ଚଢଉ କରି ଜଣେ ଜଣେ ବଙ୍ଗୀୟ ୟୁବତୀଙ୍କୁ ଉଦ୍ଧାର କରିଥିବାବେଳେ ଜଣେ ଦଲାଲ, ଦୁଇଜଣ ଗ୍ରାହକଙ୍କୁ ଗିରଫ କରିବା ସହ ଆପତ୍ତି ଜନକ ଜିନିଷ ଜବତ କରିଛି । ଗିରଫଙ୍କଠାରୁ ପୋଲିସ ୪ଟି ମୋବାଇଲ ଓ ୧୩୮୦ଟଙ୍କା ମଧ୍ୟ ଜବତ କରିଛି ।

ମହମ୍ମଦ ଇଆଜ ନାମକ ଜଣେ ପେଶାଦାର ଦେହବେପାରୀ ତଥା ଦଲାଲ କିଛିଦିନ ତଳେ ପିପଲନାଳର ସୁଧୀର ବାରିକଙ୍କର ଏକ ଘର ଭଡା ନେଇ ରହିବା ସହ ସେଠାରେ ଦେହ ବ୍ୟବସାୟ ଆରମ୍ଭ କରିଥିଲା । ବାହାର ରାଜ୍ୟରୁ ଯୁବତୀଙ୍କୁ ଆଣି ଏହି ଘରେ ଦେହ ବ୍ୟବସାୟରେ ଲଗାଉଥିଲା । ତେବେ ଗତକାଲି ରାତିରେ ଏହି ଘର ଉପରେ ଭବାନୀପାଟଣା ପୋଲିସ ଚଢାଉ କରିଥିଲା । ଚଢଉ ବେଳେ ଜଣେ ବଂଗୀୟ ୟୁବତୀଙ୍କ ସହ ଖରିାରର ରଶ୍ମିରଞ୍ଜନ ସିଂ ଓ ଅମିତ ପ୍ରଧାନ ନାମକ ଦୁିଜଣ ଗ୍ରାହକ ୍ସଂଜତ ୍ବସ୍ଥାରେ ଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା ।

ଦଲାଲ ମହମ୍ମଦ ଇଆଜକୁ ମଧ୍ୟ କରିଫ କରିଛି । ଆଜି ସେମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିବ ବୋଲି ଭବାନୀପାଟଣା ଥାନା ଅଧିକାରୀ କହିଛନ୍ତି ।

   Related Posts