ହୋଟେଲରେ ଚାଲିଥିବା ସେକ୍ସ ରାକେଟ୍ ଠାବ, ୩ ଯୁବତୀଙ୍କ ସହ ୩ ଯୁବକ ଗିରଫ
20/08/2019 at 9:00 AM

ଅନୁଗୋଳ ୨୦|୮: ଅନୁଗୋଳ ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲ କ୍ରିଷ୍ଣାରେ ଚାଲିଥିବା ସେକ୍ସ ରାକେଟ ଠାବ ହୋଇଛି । ୩ଜଣ ଯୁବତୀଙ୍କ ସହ ୩ ଯୁବକ ଗିରଫ ହୋଇଛନ୍ତି । ଏହା ସହିତ ହୋଟେଲର ଦୁଇ କର୍ମଚାରୀଙ୍କୁ ଗିରଫ କରିଛି ଅନୁଗୋଳ ପୋଲିସ ।

ଗିରଫ ଯୁବକ ମାନେ ହେଲେ ଝିଣ୍ଟି ପାଳ ଗ୍ରାମର ପପୁନ ବେହେରା, ରେଙ୍ଗାଲି ଅଞ୍ଚଳର ଡାକ୍ତର ବିଶ୍ୱାଳ ଏବଂ ରେଙ୍ଗାଲୀ ଅଞ୍ଚଳର ତ୍ରିଲୋଚନ ବିଶ୍ୱାଳ ବୋଲି ଜଣାପଡିଛି। ହୋଟେଲ କର୍ମଚାରୀ ସଞ୍ଜିତ ସିଂ ଏବଂ ମନୋରଞ୍ଜନ ପରିଡାକୁ ଗିରଫ କରି ଅନୁଗୋଳ ପୋଲିସ ତଦନ୍ତ ଚଳାଇଛି।
Related Posts
୫ବର୍ଷ ଶିଶୁର କାଟି ଦେଲା ଗଳା, ଦୁର୍ବୃତ୍ତକୁ କାବୁ କଲେ ଗ୍ରାମବାସୀ
28 January 2021