Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗୁଣୁପୁରରେ ସେକ୍ସ ରାକେଟ ଠାବ ; ୨ ଯୁବତୀଙ୍କ ସହ ୪ ଜଣ ଗିରଫ

6/08/2018 at 8:01 AM

ଗୁଣୁପୁର ୬/୮ : ଗୁଣପୁରର ଶେଖର ନଗର ଅଞ୍ଚଳର ଗୋଟିଏ ଭଡା ଘର ଉପରେ ଚଢାଉ କରି ପୋଲିସ ଏକ ସେକ୍ସ ରାକେଟ ଠାବ କରିଛି । ସେହି ଘର ଭିତରୁ ଅସଞ୍ଜତ ଅବସ୍ଥାରେ ଥିବା ଦୁଇଜଣଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣା ଆଜି ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ କିଛିମାସ ଧରି ଏହି ଘରେ ରହୁଥିବା ସୁନିଲ କୁମାର ରେଡ୍ଡୀ ଓ ପ୍ରତିମା ଦଳେଇ ଏହି ସେକ୍ସ ରାକେଟ ଚଲାଇ ଥିବା ପୋଲିସ କହିଛି । ସେହି ଘରୁ ପୋଲିସ ଅନେକ ବିଅର ବୋତଲ ଓ କେତେକ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଛି । ଆଜି ଏହି ଗିରଫ ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି।

   Related Posts