Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||
  • କଟକ : ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର ପ୍ରସ୍ତୁତି, ମୁକାବିଲା ପାଇଁ ଏନଫୋର୍ସମେଣ୍ଟ ଟିମ୍ ଗଠନ
  • ||

ସେକ୍ସ ରାକେଟ୍ ଠାବ : ୨ ଦେହଜୀବୀ ଅଟକ, ଦଲାଲ ଗିରଫ

6/10/2020 at 9:42 PM

ସୋନପୁର, ୦୬ ।୧୦: ସୁବର୍ଣ୍ଣପୁର ଜିଲ୍ଲା ଟାଉନ ଥାନା ପୋଲିସ ଦ୍ବାରା ସୋନପୁର ସହରରେ ଚାଲିଥିବା ଏକ ସେକ୍କ ରାକେଟ ଠାବ କରାଯାଇଛି  । ଦୁଇ ଦେହଜୀବୀଙ୍କୁ ସୋନପୁର ଥାନାରେ ଅଟକ ରଖିଛି ପୋଲିସ  । ଏହାସହ ଜଣେ ଦଲାଲଙ୍କୁ ମଧ୍ୟ ଗିରଫ  କରାଯାଇଛି ।

ଅଟକ ଥିବା ଉଭୟ ଦେହଜୀବୀ ବାହାର ରାଜ୍ୟର ବୋଲି ଜଣା ପଡିଛି  । ସୂଚନାନୁସାରେ, ସୋନପୁର ସହର ଉପକଣ୍ଠରେ ଗୋଟିଏ ଭଡା ଘରେ ଦେହବେପାର ଚାଲିଥିଲା । ସୋନପୁର ପୋଲିସ ଚଢଉ କରି ଦୁଇଜଣ ଦେହଜୀବୀକୁ ଉଦ୍ଧାର କରି ଟାଉନ ଥାନାରେ ଅଟକ ରଖିଛି   । ଗିରଫ ଦଲାଲ ଜଣକ ପଡ଼ୋଶୀ ପଶ୍ଟିମବଙ୍ଗରୁ ଦେହଜୀବୀମାନଙ୍କୁ  ଆଣି ଏଠାରେ ଦେହ ବେପାରରେ ଲଗାଉଥିଲା  ।

ପୋଲିସ ଖବର ପାଇ ସଂପୃକ୍ତ ଅଞ୍ଚଳରେ ଚଢଉ କରିଥିଲା   । ଦଲାଲ ଜଣକ  ମଧ୍ୟ ପଶ୍ଚିମବଙ୍ଗର ବୋଲି ଜଣା ପଡିଛି  ।ସୋନପୁର ପୋଲିସ ଉଭୟ ମହିଳାଙ୍କୁ ଡାକ୍ତରୀମାଇନା କରି ଥାନାରେ ଅଟକ ରଖି ପଚରା ଉଚୁରା କରୁଛି  ।

   Related Posts