ଜାଡରେ ଥରୁଛି ଫୁଲବାଣୀ

Published By : Prameya-News7 Bureau | December 09, 2018 IST

ଫୁଲବାଣୀ୯/୧୨: ଜାଡରେ ଥରୁଛି ଫୁଲବାଣୀ। ସମଗ୍ରଜିଲ୍ଲାରେ ପାରଦ ଖସୁଛି। ଗତ  ୨୪ ଘଣ୍ଟା ଭିତରେ ଫୁଲବାଣୀରେସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ କୁ ଖସିଛି। ଦାରିଙ୍ଗବାଡିରେ ସର୍ବନୀମ୍ନ  ତାପମାତ୍ରା ୯ଡିଗ୍ରୀକୁ ଖସିଛି। ସେପଟେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେସୃଷ୍ଟି ହୋଇଥିବା ଟ୍ରଫଲାଇନ ପ୍ରଭାବରେ ୧୦ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେଏହା ରାଜ୍ୟକୁ ପ୍ରଭାବିତ କରିବାନେଇ ପାଣିପାଗ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନାମିଳିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.