Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବେଆଇନ ବାଲି ଚାଲାଣ ବେଳେ ଧରାପଡିଲା ୭ଟି ବାଲି ବୋଝେଇ ଗାଡି

21/10/2020 at 5:34 PM

ଭଦ୍ରକ ୨୧।୧୦: ବେଆଇନ ବାଲି ଚାଲାଣ ବେଳେ ଧରାପଡ଼ିଲା ୭ ବାଲି ବୋଝେଇ ଗାଡି । ଭଦ୍ରକ ଜିଲ୍ଲା ଧାମନଗର ତହସିଲ ଅଞ୍ଚଳରୁ ପ୍ରତ୍ୟକ ଦିନ ବେଆଇନ ଭାବେ ଧାମନଗର ଅଞ୍ଚଳରେ ଥିବା ବିଭିନ୍ନ ନଦୀରୁ  ଇଟା ଓ ବାଲି ପରିବହନ କରିଥାନ୍ତି । ଏନେଇ ଧାମନଗର ତହସିଲ ଓ ଧାମନଗର ପୋଲିସ ର ଚଢ଼ାଉ ବେଳେ ଧରପଡିଛି ।  ବୈତରଣୀ ନଦୀରୁ ଚୋରା ବାଲି ବେଆଇନ ଭାବେ  ପରିବହନ ହେଉଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଧରିଥିଲେ ଓ ପରେ ବଜାର ନିକଟରୁ ୫ଟି ବେଆଇନ ଟ୍ରାକ୍ଟର ଏବଂ ମିନିଟ୍ରକ ସମେତ ଗୋଟିଏ ଇଟାଗାଡ଼ିକୁ  ଧାମନଗର ତହସିଲଦାର ଧାମନଗର ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

   Related Posts