ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବେଙ୍ଗାଲୁରୁ: ଶରୀରରୁ ଚର୍ବି ଘଟାଇବା ହେଲା କାଳ, ପ୍ଲାଷ୍ଟିକ ସର୍ଜରୀ ବେଳେ ଅଭିନେତ୍ରୀଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୫୬୯ କରୋନା ପଜିଟିଭ୍
  • ||
  • ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! ଜାଣନ୍ତୁ କାହିଁକି…
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ
  • ||

ଆପଣ ହନୁମାନଙ୍କର ପୂଜାକରୁଛନ୍ତି କି ,ତା ହେଲେ ମଙ୍ଗଳବାର କରନ୍ତୁ ନାହିଁ ଏସବୁ କାମ

10/12/2018 at 9:33 PM

ଆପଣ ଯଦି ହନୁମାନଙ୍କର  ଭକ୍ତ । ତା ହେଲେ ତାଙ୍କ ପ୍ରିୟବାର ମଙ୍ଗଳବାରରେ ଏସବୁ କିଛି କରନ୍ତୁ ନାହିଁ । ଯଦି ଆପଣ ଏସବୁ ବାବଦରେ ନୀତିନିୟମ କିଛି ମାନନ୍ତି ନାହିଁ , ତାହେଲେ ଆପଣ ଯେତେ ପୂଜା କଲେ ବି କିଛି ଫଳ ମିଳିବାର  ସମ୍ଭାବନା ନାହିଁ । ନା ଆପଣ ହୋଇପାରିବେ ସୌଭାଗ୍ୟଶାଳୀ ନା ଧନବାନ । ଆପଣ ବଜରଂଗୀବାଲୀଂକର ଆଶିଷ ବି ପାଇପାରିବେ ନାହିଁ ।

ତାହେଲେ ଆପଣ ଧ୍ୟାନ ଦିଅନ୍ତୁଏହି ୭ଟି କଥା…ଯାହା ଆପଣଙ୍କୁ ମିଳିପାରେ  ଅନେକ ସୁଖ-ସୌଭାଗ୍ୟ

୧. ମଙ୍ଗଳବାର ଦିନ ଲୁଣଖାଆନ୍ତୁ ନାହିଁ ।

୨.ମିଠା ଜିନିଷ ବି ଖାଆନ୍ତୁ।

୩.ଧଳାରଂଗର ପୋଷାକ ପିନ୍ଧିପୂଜା କରନ୍ତୁ ନାହିଁ । ହନୁମାନଙ୍କର ପ୍ରିୟ ରଂଗ ଗୈରିକ ହୋଇଥିବାରୁ ଅନ୍ୟ ରଂଗର ପୋଷାକ ପିନ୍ଧନ୍ତୁନାହିଁ ।

୪.ମାଂସ  କିମ୍ଵା ଆମିଷ ଭକ୍ଷଣ କରନ୍ତୁ ନାହିଁ ।

୫.ଆପଣଙ୍କ ମନ ଅଶାନ୍ତ କିକ୍ରୋଧ ଅଛି ତାହେଲେ ହନୁମାନଙ୍କୁ ପୂଜା କରନ୍ତୁ ନାହିଁ ।

୬.ଅଭଂଗା କିମ୍ଵା ଅକ୍ଷତଅବସ୍ଥାରେ ନ ଥିବା ମୂର୍ତ୍ତି ପୂଜା କରନ୍ତୁ ନାହିଁ ।

୭.ହନୁମାନଙ୍କ ପୂଜାରେ ପାଦୁକା ବ୍ୟବହାର କରନ୍ତୁ ନାହିଁ ।

   Related Posts