ରାଉରକେଲାରେ ଉଦ୍‌ଘାଟିତ ହେଲା ସେବା ସଙ୍ଗମ କାର୍ଯ୍ୟକ୍ରମ, ଦୁଇ ଦିନ ଧରି ଚାଲିବ

Published By : Prameya-News7 Bureau | November 23, 2019 IST

ରାଉରକେଲା ୨୩।୧୧: ଆଜିଠାରୁ ରାଉରକେଲା ଭଞ୍ଜଭବନ ପଡ଼ିଆରେ ଆରମ୍ଭ ହେଉଛି ସେବା ସଙ୍ଗମ କାର୍ଯ୍ୟକ୍ରମ । ସେବା ଭାରତୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଓ ଉତ୍କଳ ବିପନ୍ନ ସହାୟତା ସମିତି, ସେବା ସଙ୍ଗମ ଆୟୋଜନ କରୁଛି । ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।

{"id":188594,"sizeSlug":"large"}

ଆସନ୍ତାକାଲି ଅପରାହ୍ନରେ ଉଦଯାପିତ ହେବ ଏହି ସେବା ମେଳା । ଏହାର ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ ସେବା ପ୍ରମୁଖ ରାଜ କୁମାର ମଟଲେଙ୍କ ସହ ବିଶିଷ୍ଠ ସମାଜସେବୀ ଅଶୋକ ଜଲାନ୍ ।

{"id":188595,"sizeSlug":"large"}

ଏହି ବିଶାଳ ସେବା ମେଳାରେ ଯୋଗଦେଇଛନ୍ତି ଓଡିଶାର ପ୍ରାୟ ୬ଶହ କାର୍ଯ୍ୟକର୍ତ୍ତା । ବାତ୍ୟା ସମୟରେ ବିପନ୍ନ ଲୋକଙ୍କୁ ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ରିଲିଫ୍ ଯୋଗାଇ ଦେବା ଫଟୋ ସହ ଚଳଚିତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ।ର କାର୍ଯ୍ୟକ୍ରମର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.