Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ରାଉରକେଲାରେ ଉଦ୍‌ଘାଟିତ ହେଲା ସେବା ସଙ୍ଗମ କାର୍ଯ୍ୟକ୍ରମ, ଦୁଇ ଦିନ ଧରି ଚାଲିବ

23/11/2019 at 1:19 PM

ରାଉରକେଲା ୨୩।୧୧: ଆଜିଠାରୁ ରାଉରକେଲା ଭଞ୍ଜଭବନ ପଡ଼ିଆରେ ଆରମ୍ଭ ହେଉଛି ସେବା ସଙ୍ଗମ କାର୍ଯ୍ୟକ୍ରମ । ସେବା ଭାରତୀ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଓ ଉତ୍କଳ ବିପନ୍ନ ସହାୟତା ସମିତି, ସେବା ସଙ୍ଗମ ଆୟୋଜନ କରୁଛି । ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ ।

ଆସନ୍ତାକାଲି ଅପରାହ୍ନରେ ଉଦଯାପିତ ହେବ ଏହି ସେବା ମେଳା । ଏହାର ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ ସେବା ପ୍ରମୁଖ ରାଜ କୁମାର ମଟଲେଙ୍କ ସହ ବିଶିଷ୍ଠ ସମାଜସେବୀ ଅଶୋକ ଜଲାନ୍ ।

ଏହି ବିଶାଳ ସେବା ମେଳାରେ ଯୋଗଦେଇଛନ୍ତି ଓଡିଶାର ପ୍ରାୟ ୬ଶହ କାର୍ଯ୍ୟକର୍ତ୍ତା । ବାତ୍ୟା ସମୟରେ ବିପନ୍ନ ଲୋକଙ୍କୁ ସ୍ବାସ୍ଥ୍ୟସେବା ଠାରୁ ଆରମ୍ଭ କରି ରିଲିଫ୍ ଯୋଗାଇ ଦେବା ଫଟୋ ସହ ଚଳଚିତ୍ର ମାଧ୍ୟମରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ।ର କାର୍ଯ୍ୟକ୍ରମର ରହିଛି ।

   Related Posts