ଆନନ୍ଦବଜାରରେ ଗଣ୍ଡଗୋଳ, ସେବାୟତଙ୍କ ଆକ୍ରମଣରେ ସେବାୟତ ଆହତ

Published By : Prameya-News7 Bureau | May 10, 2021 IST

ପୁରୀ ୧୦।୫: ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ଅଭାବନୀୟ ଘଟଣା । ଜଣେ ସେବାୟତଙ୍କ ଆକ୍ରମଣରେ ଅନ୍ୟ ଜଣେ ସେବାୟତ ଆହତ ହୋଇଥିବା ଜଣାପଡିଛି । ଆହତ ସେବାୟତ ଜଣଙ୍କ ହେଉଛନ୍ତି ହରେକୃଷ୍ଣ ସୁଆର । ଆହତ ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ସେବାୟତ ବୁଲୁ ପଣ୍ଡାଙ୍କ ଆକ୍ରମଣରେ ହଆହତ ହୋଇଥିବା ରେକୃଷ୍ଣ ଅଭିଯୋଗ କରିଛନ୍ତି । ଏ ଘଟଣା ନେଇ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.