Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ମନ କିଣିନେଲା କଳା ଠାକୁର ଗ୍ରୁପ’ ର ଅଭିନବ ପ୍ରୟାସ, ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା

30/08/2018 at 12:44 PM

ସର୍ଭିସ୍ ଟୁ ମେନକାଇଣ୍ଡ, ସର୍ଭିସ୍ ଟୁ ଗଡ୍ । ନିସ୍ବାର୍ଥପର ସେବା । ରାଜଧାନୀରେ ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା କରିଛନ୍ତି ମନ କିଣିନେଲା କଳା ଠାକୁର ଗ୍ରୁପର ଯୁବକ-ଯୁବତୀ । ଆଉ ସୃଷ୍ଟି କରିଛି ଅନ୍ୟମାନଙ୍କ ଲାଗି ପ୍ରେରଣା ।

   Related Posts