‘ମନ କିଣିନେଲା କଳା ଠାକୁର ଗ୍ରୁପ’ ର ଅଭିନବ ପ୍ରୟାସ, ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା
30/08/2018 at 12:44 PM

ସର୍ଭିସ୍ ଟୁ ମେନକାଇଣ୍ଡ, ସର୍ଭିସ୍ ଟୁ ଗଡ୍ । ନିସ୍ବାର୍ଥପର ସେବା । ରାଜଧାନୀରେ ମାନସିକ ବିକୃତ ଓ ଭିକ୍ଷା ବୃତି କରୁଥିବା ବ୍ୟକ୍ତିଙ୍କ ସେବା କରିଛନ୍ତି ମନ କିଣିନେଲା କଳା ଠାକୁର ଗ୍ରୁପର ଯୁବକ-ଯୁବତୀ । ଆଉ ସୃଷ୍ଟି କରିଛି ଅନ୍ୟମାନଙ୍କ ଲାଗି ପ୍ରେରଣା ।
Related Posts
ରାଜ୍ୟରେ ଦୁଇ ଦିନ ବର୍ଷା, ରବିବାରଠୁ ପୁଣି ବଢିବ ତାତି
19 May 2022