Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

କନ୍ଧମାଳ ଜ଼ିଲ୍ଲାରେ ସେରୋଲୋଜିକାଲ ସର୍ଭେ ଆରମ୍ଭ, ୧୨ ଯାଏଁ ଚାଲିବ ନମୁନା ସଂଗ୍ରହ

9/09/2021 at 2:46 PM

ଭୁବନେଶ୍ୱର ୦୯।୦୯: ଆଜିଠାରୁ କନ୍ଧମାଳ ଜ଼ିଲ୍ଲା ରାଇକିଆରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି l ଡାକ୍ତର ଜୟ ସିଂ ଖେତରୀ ଓ ଡାକ୍ତର ଅସିତ ମାନସିଂହଙ୍କ ନେତୃତ୍ୱରେ ଆରଏମଆରସିର ୧୨ଜଣିଆ ଟିମଙ୍କ ଦ୍ୱାରା ଏହି ସେରୋ ସର୍ଭେ ଚାଲିଛି l ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଗୁରୁବାର ତୁମୁଡିବନ୍ଧ ଓ ରାଇକିଆର ବିଭିନ୍ନ ବର୍ଗର ୪୦ଜଣ ଲେଖାଁଏ ଲୋକର ସେରମ ସଂଗ୍ରହ କରାଯିବ l ଆସନ୍ତା ୧୨ ତାରିଖ ଯାଏ ଏହି ଟିମ ୧୪ଟି ସ୍ଥାନରେ  ୪୦ଜଣ ଲେଖାଏଁ ଲୋକଙ୍କର ନମୁନା ସଂଗ୍ରହ ସହ  ଶହେ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ସାମ୍ପୁଲ ସଂଗ୍ରହ କରିବେ l ସେହିପରି ଏବେ ଯାଏଁ  ୩ ଲକ୍ଷ ୫୩ ହଜାର ୧୮୯ ଜଣ କରୋନା ଟୀକା ନେଇଥିବା ଜଣାପଡିଛି l

   Related Posts