Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଦୁଇ ଦିନ ଭୁବନେଶ୍ବରରେ ସେରୋ ସର୍ଭେଲାନ୍ସ କ୍ୟାମ୍ପ୍, ଔଷଧ ବ୍ୟବସାୟୀଙ୍କୁ ଅଗ୍ରାଧିକାର

10/06/2021 at 11:43 AM

ଭୁବନେଶ୍ବର ୧୦।୬: ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବ ସେରୋ ସର୍ଭେଲାନ୍ସ କ୍ୟାମ୍ପ୍ । ଏହି କ୍ୟାମ୍ପରେ କେବଳ ଔଷଧ ବ୍ୟବସାୟୀଙ୍କ ପାଇଁ ଏହି ସେରୋ ସର୍ଭେଲାନ୍ସ କରାଯାଉଛି । RMRC ଭୁବନେଶ୍ବର ପକ୍ଷରୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପରିସରରେ ଏହି ସେରୋ ସର୍ଭେଲାନ୍ସ କରାଯାଉଛି ।

ଆଣ୍ଟିବଡି ସର୍ଭେଲାନ୍ସ କରିବାକୁ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ RMRCକୁ ଅନୁରୋଧ କରାଯାଇଥିଲା । ସେହିକ୍ରମେ ଗୁରୁବାର ଓ ଆସନ୍ତାକାଲି ୨ ଦିନ ଧରି ଔଷଧ ବ୍ୟବସାୟୀଙ୍କ ସେରୋ ସର୍ଭେଲାନ୍ସ କରାଯିବ । ପୂର୍ବରୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ପୋଲିସମାନଙ୍କର ସେରୋ ସର୍ଭେଲାନ୍ସ କରାଯାଇଥିଲା । ଏ ନେଇ RMRC ନିର୍ଦ୍ଦେଶିକା ସଂଘମିତ୍ର ପତି ସୂଚନା ଦେଇଛନ୍ତି ।

   Related Posts