ନରସିଂହପୁର ବ୍ଲକ୍ରେ ସେରୋ ସର୍ଭେଲାନ୍ସ ଆରମ୍ଭ
11/08/2020 at 5:13 PM

କଟକ ୧୧।୮: କଟକ ଜିଲ୍ଲା ନରସିଂହପୁର ବ୍ଲକରେ ସେରୋ ସର୍ଭେଲାନ୍ସ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ନରସିଂହପୁର ବ୍ଲକର ୨୦ଟି ଗାଁ ଏବଂ ବଡ଼ମ୍ବାର ୨୦ଟି ଗାଁରେ ରକ୍ତନମୁନା ସଂଗ୍ରହ କରାଯିବ । ସେରୋ ସର୍ଭେ ଟିମ୍ ରେ ଭୁବନେଶ୍ବର RMRCର ବୈଜ୍ଞାନିକ ଡାକ୍ତର ଶ୍ରୀକାନ୍ତ କାନୁନୁଗୋ, ସୁବ୍ରତ ପାଲ, ଦେବଦତ୍ତ ଭଟ୍ଟାଚାର୍ଯ୍ୟ, ଦେବାଶିଷ ଜେଠୀ ପ୍ରମୁଖ ଅଛନ୍ତି ।