ବାଲେଶ୍ବରରେ ସିରିଜ୍ ଲୁଟ୍ ; ବ୍ୟାଙ୍କ୍ ସହ ୩ଟି ଦୋକାନରୁ ଲୁଟ୍ କଲେ ଦୁର୍ବୃତ୍ତ

Published By : Prameya-News7 Bureau | January 02, 2019 IST

ବାଲେଶ୍ବର ୦୨|୦୧: ବାଲେଶ୍ବର ସଦର ବ୍ଲକ୍ ବରଖି ଅଞ୍ଚଳରେ ସିରିଜ ଲୁଟ୍ । ଗୋଟିଏ ରାତିରେ ୪ଟି ସ୍ଥାନରୁ ଲୁଟ୍ ହୋଇଥିବା ଜଣାପଡିଛି । ଆହ୍ଲାବାଦ ବ୍ୟାଙ୍କ୍ ସହ ୩ଟି ଦୋକାନରୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଆହ୍ଲାବାଦ ବ୍ୟାଙ୍କ ସଟର ଭାଙ୍ଗି ଲୁଟ୍ ଅଭିଯୋଗ ହୋଇଛି । ଏହା ସହ ନିକଟରେ ଥିବା ୩ଟି ଦୋକାନରୁ ମଧ୍ୟ ଲୁଟ ହୋଇଛି । ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଅଞ୍ଚଳବାସୀଙ୍କ ରାସ୍ତାରୋକ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.