Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆନନ୍ଦପୁରରେ ସିରିଜ୍ ଲୁଟ୍, ସ୍ବାମୀଙ୍କୁ ମାଡ ମାରି ସ୍ତ୍ରୀଙ୍କ କାନ ଛିଡାଇ କାନ ଫୁଲ ନେଇଗଲେ ଦୁର୍ବୃତ୍ତ

9/07/2021 at 10:06 AM

ଆନନ୍ଦପୁର ୯।୭: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅତାସାହି ଓ ହାତୀଶିଳା ଗାଁରୁ ବିଳମ୍ବିତ ରାତିରେ ୪ଟି ଘରୁ ସୁନା ଗହଣା ସହ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଅତାସାହି ଗାଁର ପୂର୍ଣ୍ଣଚନ୍ଦ୍ର ସାହୁ, ଗୋପୀନାଥ ସାହୁ ଓ ହାତୀଶିଳା ଗାଁର ରବୀନ୍ଦ୍ର ଜେନା ଓ ପୁନିଆ ଜେନାଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।  

ପୂର୍ଣ୍ଣଚନ୍ଦ୍ର ଘରେ ଶୋଇଥିବା ବେଳେ ୩ ଜଣ ଦୁର୍ବୃତ୍ତ ଘରେ ପଶି ସୁନା ଗହଣା ଓ ଟଙ୍କା ଚୋରି କରିବା ସହିତ ତାଙ୍କୁ ମାଡ଼ ମାରିଥିବା ଏବଂ ତାଙ୍କ ସ୍ତ୍ରୀଙ୍କ କାନ ଛିଡାଇ କାନ ଫୁଲ ନେଇ ଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ପରିବାରଗୁଡିକରୁ ମଧ୍ୟ ସୁନା ଗହଣା ସହିତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଚୋରକୁ ଧରିବାକୁ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

   Related Posts