ଜଟଣୀରେ ସିରିଜ୍‌ ବୋମା ମାଡ଼: ସ୍ଥାନୀୟ ଲୋକେ ଆତଙ୍କିତ

Published By : Prameya-News7 Bureau | October 18, 2020 IST

ଖୋର୍ଦ୍ଧା୧୮/୧୦: ଜଟଣୀରେ ସିରିଜ୍‌ ବୋମା ମାଡ଼ । ବାଲିଛକ ମୁଣ୍ଡିଆ ସାହିରେ ୬ଟି ବୋମା ମାଡ଼ ହୋଇଛି । ଜଣେ ଆହତ ହୋଇଥିବା ସୂଚନା ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବା ସନ୍ଦେହ । ବୋମା ପକାଇ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ଜଟଣୀ ପୁଲିସ୍‌ର ତଦନ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.