Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

‘ଭାରତ-ପାକ ସୀମାକୁ ନିର୍ଭୟା ଦୋଷୀଙ୍କୁ ପଠାଇଦିଅ’, ସବୁ ଚାଲ୍ ଫେଲ୍ ମାରିବା ପରେ ଏମିତି କହିଲେ ଓକିଲ ଏପି ସିଂ

19/03/2020 at 5:45 PM

ନୂଆଦିଲ୍ଲୀ ୧୯/୦୩ : ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ତ ଘଟିବାକୁ ଯାଉଛି | ଦୋଷୀଙ୍କୁ ଆସନ୍ତାକାଲି ଫାଶୀ ମିଳିବାର ଅଛି | ଦୋଷୀଙ୍କୁ ଫାଶୀରୁ ରକ୍ଷା କରିବା ପାଇଁ ତାଙ୍କ ଓକିଲ ଏ ପି ସିଂହ ତଳ କୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ସମସ୍ତ ଚେଷ୍ଟା କରିଛନ୍ତି | କିନ୍ତୁ ତାଙ୍କୁ ଫାଶୀ ମିଳିବ ସୁନିଶ୍ଚିତ ହୋଇଛି | ଦୋଷୀଙ୍କ ଓକିଲ ଏ.ପି.ସିଂହ କହିଛନ୍ତି, ସମସ୍ତ ଦୋଷୀଙ୍କୁ ଭାରତ ପାକ ସୀମାକୁ ପଠାଇ ଦିଆଯାଉ | ଏମାନଙ୍କୁ ଡୋକଲାମ (ଭାରତ-ଚୀନ) ସୀମାକୁ ପଠାଇ ଦିଅନ୍ତୁ କିନ୍ତୁ ଫାଶୀ ଦିଅନ୍ତୁ ନାହିଁ | ୪ ଦୋଷୀ ଜୀବନ ସାରା ଦେଶର ସେବା କରିବେ ବୋଲି କହିଛନ୍ତି।

ଏ.ପି.ସିଂହ କହିଛନ୍ତି ଏହି ମାମଲାରେ ସେ ପୁଣି ଏକ ଆବେଦନ କରି ପାରନ୍ତି | ଗୁରୁବାର ଦିଲ୍ଲୀ ସ୍ଥିତ ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କ ବିରୋଧରେ ଜାରି କରାଯାଇଥିବା ଡେଥ ୱାରେଣ୍ଟ ଉପରେ ରୋକ ଲଗାଇବାକୁ ଅସ୍ବୀକାର କରିଥିଲେ | ଅପରପକ୍ଷରେ ସୁପ୍ରିମକୋର୍ଟ ଦୋଷୀ ମୁକେଶ ସିଂହ ଓ ଅକ୍ଷୟର ଆବେଦନକୁ ଖାରଜ କରିଛନ୍ତି | 

   Related Posts