Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ତୀର୍ଥଯାତ୍ରା ଟ୍ରେନ୍ ସମ୍ବଲପୁରରୁ

16/04/2018 at 9:22 PM

ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ତୀର୍ଥଯାତ୍ରା ରେଳ ସମ୍ବଲପୁରରୁ ବାହାରିଛି। ଏହି ରେଳରେ ପଶ୍ଚିମଓଡିଶାରୁ ୧୦ଟି ଜିଲ୍ଲାର ୯୯୮ଜଣ ବରିଷ୍ଠ ନାଗରିକ ମାନେ,୭ଦିନ ଧରି ସିରିଡି ସାଇଧାମ,ତ୍ରୟମ୍ବକେଶ୍ବର ଓ ନାସିକ ବୁଲିବା ସହ,ତୀର୍ଥଯାତ୍ରାର ମଜ୍ଜା ନେବେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ବାରା ଏହି ତୀର୍ଥଯାତ୍ରୀ ରେଳକୁ,ଶକ୍ତି ଓ ଶ୍ରମମନ୍ତ୍ରୀ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିନା ପଇସା ଖର୍ଚ୍ଚରେ ସମସ୍ତ ସୁବିଧା ସୁଯୋଗ ପାଇ ତୀର୍ଥଯାତ୍ରା କରୁଥିବାରୁ, ବରିଷ୍ଠ ନାଗରିକ ମାନେ ବି ବେଶ୍ ଖୁସି ଅଛନ୍ତି ।

Leave a Reply

   Related Posts